ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗ୍ରହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗ୍ରହ   ବିଶେଷ୍ୟ

ଅର୍ଥ : ମନୁଷ୍ୟ ଜୀବନରେ ଅଲଗା ଅଲଗା ଗ୍ରହମାନଙ୍କର ନିଶ୍ଚିତ ଭୋଗକାଳ

ଉଦାହରଣ : ଏବେ ମୋର ଗ୍ରହଦଶା ବହୁତ ଭଲଚାଲିଛି

ସମକକ୍ଷ : କାଳ, ଗ୍ରହଦଶା, ଗ୍ରହଭୋଗ, ଦଶା

मनुष्य के जीवन में अलग-अलग ग्रहों के निश्चित भोगकाल।

अभी मेरी ग्रह दशा बहुत अच्छी चल रही है।
ग्रह दशा, ग्रहदशा, ग्रहभोग काल, दशा

ଅର୍ଥ : ସେହି ଖଗୋଳୀୟ ପିଣ୍ଡ ଯାହା ସୂର୍ଯ୍ୟଙ୍କୁ ପରିକ୍ରମା କରେ

ଉଦାହରଣ : ପୃଥିବୀ ଏକ ଗ୍ରହ

ସମକକ୍ଷ : ଆକାଶଚାରୀ

वह खगोलीय पिंड जो सूर्य की परिक्रमा करता है।

पृथ्वी एक ग्रह है।
आकाशचारी, खग, ग्रह, विहग, सारंग