ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହୃଦୟର ସ୍ପନ୍ଦନ
ଉଦାହରଣ : ବାଘକୁ ଦେଖି ଶିକାରୀର ହୃଦୟର କମ୍ପନ ବଢ଼ିଗଲା
ସମକକ୍ଷ : କମ୍ପନ
ଅର୍ଥ : ସମୟର କିଛି ଅଂଶ ଯାହା ଗଣତିବେଳେ ଏକ ବୋଲି ଗଣାଯାଏ
ଉଦାହରଣ : ମୁଁ ତାକୁ କେତେଥର ଫୋନ କରିଛି ମହାବୀର ସକାଳୁ ତିନିଥର ଖାଇଲାଣି
समय का कोई अंश जो गिनती में एक गिना जाए।
An instance or single occasion for some event.
ଅର୍ଥ : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
ଉଦାହରଣ : ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
ସମକକ୍ଷ : କିସ୍ତି, ମୁଥ
किसी वस्तु की उतनी मात्रा जितनी एक बार में कड़ाही, कोल्हू, चक्की आदि में तलने, पेरने, पीसने आदि के लिए डाली जाय।
ଅର୍ଥ : ସଂଖ୍ୟା ବିଚାରଦ୍ୱାରା ବନ୍ଧୁକରୁ ଗୋଳି ଚଲାଇବା କ୍ରିୟା
ଉଦାହରଣ : ପୋଲିସ ଚାରିଥର ଗୋଳି ଚଳାଇଲେ
ସମକକ୍ଷ : ରାଉଣ୍ଡ୍
संख्या के विचार से बंदूक से गोली चलाने की क्रिया।
A charge of ammunition for a single shot.
ଅର୍ଥ : କମ୍ପିବାର କ୍ରିୟା ବା ଭାବ
ଉଦାହରଣ : ମେଲେରିଆର କାରଣରୁ ଶରୀରରେ ଅତ୍ୟଧିକ କମ୍ପ ହେଉଛି ଭୁକମ୍ପ କ୍ଷେତ୍ରର ବାହାରେ ବି ବହୁଦୂର ପର୍ଯ୍ୟନ୍ତ କମ୍ପନ ଅନୁଭୁତ ହେଉଥିଲା
ସମକକ୍ଷ : କମ୍ପ, କମ୍ପନ, କମ୍ପିବା, ଥରିବା, ସ୍ପନ୍ଦିତ
शरीर की कांपने की क्रिया, दशा या भाव।
The act of vibrating.
ଅର୍ଥ : ବୋଝ ଲଦି ଗାଡ଼ି ଆଦିର ଏକାଥରକେ ଯାତ୍ରା
ଉଦାହରଣ : କୃଷକ ବଳଦଗାଡ଼ିରେ ଦୁଇ ଖେପରେ ଖଳାକୁ ଶସ୍ୟ ବୋହିଲା
ସମକକ୍ଷ : ଖେପ, ଦଫା
बोझ लदी गाड़ी आदि की एक बार की यात्रा।
ସଂସ୍ଥାପନ କରନ୍ତୁ