ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କମ୍ପନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କମ୍ପନ   ବିଶେଷ୍ୟ

ଅର୍ଥ : ହୃଦୟର ସ୍ପନ୍ଦନ

ଉଦାହରଣ : ବାଘକୁ ଦେଖି ଶିକାରୀର ହୃଦୟର କମ୍ପନ ବଢ଼ିଗଲା

ସମକକ୍ଷ : ଥର

ଅର୍ଥ : କମ୍ପିବାର କ୍ରିୟା ବା ଭାବ

ଉଦାହରଣ : ମେଲେରିଆର କାରଣରୁ ଶରୀରରେ ଅତ୍ୟଧିକ କମ୍ପ ହେଉଛି ଭୁକମ୍ପ କ୍ଷେତ୍ରର ବାହାରେ ବି ବହୁଦୂର ପର୍ଯ୍ୟନ୍ତ କମ୍ପନ ଅନୁଭୁତ ହେଉଥିଲା

ସମକକ୍ଷ : କମ୍ପ, କମ୍ପିବା, ଥର, ଥରିବା, ସ୍ପନ୍ଦିତ

शरीर की कांपने की क्रिया, दशा या भाव।

मलेरिया के कारण शरीर में अत्यधिक कंपन हो रहा है।
भूकंप क्षेत्र के बाहर भी दूर-दूर तक कंपन महसूस किया गया।
कँपकँपाहट, कँपकँपी, कंपन, कम्पन, थरथराहट, थरथरी, सिहरन

The act of vibrating.

quiver, quivering, vibration

ଅର୍ଥ : ରହିରହି ଧୀରେଧୀରେ ହଲିବା ବା କମ୍ପିବା ପ୍ରକ୍ରିୟା

ଉଦାହରଣ : ବୈଦ୍ୟ ନାଡ଼ିର ସ୍ପନ୍ଦନ ଦେଖି ହିଁ ରୋଗର ଲକ୍ଷଣ ଜାଣିପାରନ୍ତି

ସମକକ୍ଷ : ପ୍ରକମ୍ପନ, ସ୍ପନ୍ଦନ

रह-रहकर धीरे-धीरे हिलने या काँपने की क्रिया।

वैद्य नाड़ी स्पंदन देखकर ही रोग का पता लगा लेते हैं।
आस्पंदन, आस्पन्दन, इंग, इंगन, इङ्ग, इङ्गन, कंप, कंपन, कम्प, कम्पन, प्रकंपन, प्रकम्पन, विस्पंदन, विस्पन्दन, स्पंद, स्पंदन, स्पन्द, स्पन्दन

A shaky motion.

The shaking of his fingers as he lit his pipe.
palpitation, quiver, quivering, shakiness, shaking, trembling, vibration

ଅର୍ଥ : ଡର ବା ଭୟରେ ଅଚାନକ ଥରି ଉଠିବା ପ୍ରକ୍ରିୟା

ଉଦାହରଣ : ଦୁର୍ଘଟଣାର ଦୃଶ୍ୟ ଦେଖିବାକ୍ଷଣି ହିଁ ହୃଦୟରେ କମ୍ପନ ଜାତ ହେଲା

डर या भय से एकबारगी काँप उठने की क्रिया।

उसे दहल से बचाने के सारे उपाय असफल रहे।
दहल

A shaky motion.

The shaking of his fingers as he lit his pipe.
palpitation, quiver, quivering, shakiness, shaking, trembling, vibration

ଅର୍ଥ : ଭୟର କାରଣ ବା ଅନୁଭବ ହେବାର ଅବସ୍ଥା(ଅଧିକତର ସୁଖ)

ଉଦାହରଣ : ବେଳେବେଳେ କୌଣସି ଅଚାନକ ଆଶ୍ଚର୍ଯ୍ୟଜନକ କାମମଧ୍ୟ ଶିହରଣର କାରଣ ହୋଇଥାଏ

ସମକକ୍ଷ : ରୋମାଞ୍ଚ, ଶିହରଣ

भय का (अधिकतर सुखद) बोध या महसूस होने की अवस्था।

कभी-कभी कोई अचानक आश्चर्यजनक काम भी सिहरन का कारण होता है।
सिहरन

An almost pleasurable sensation of fright.

A frisson of surprise shot through him.
chill, frisson, quiver, shiver, shudder, thrill, tingle