ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖେପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖେପ   ବିଶେଷ୍ୟ

ଅର୍ଥ : ବୋଝ ଲଦି ଗାଡ଼ି ଆଦିର ଏକାଥରକେ ଯାତ୍ରା

ଉଦାହରଣ : କୃଷକ ବଳଦଗାଡ଼ିରେ ଦୁଇ ଖେପରେ ଖଳାକୁ ଶସ୍ୟ ବୋହିଲା

ସମକକ୍ଷ : ଥର, ଦଫା

बोझ लदी गाड़ी आदि की एक बार की यात्रा।

किसान ने बैलगाड़ी से दो खेप में खलिहान का अनाज ढोया।
खेप

ଅର୍ଥ : ଯେତେ ପରିମାଣର ବସ୍ତୁ ଏକାଥରକେ ଲଦି ବୋହି ନେଇହୁଏ

ଉଦାହରଣ : ଗୋବର ଖତ ଆଉ ଚାରି ଖେପ ଅଛି

उतनी वस्तु जो एक बार में लादकर ढोई जा सके।

गोबर की खाद चार खेप और है।
खेप, खेवा

Goods carried on a ship, aircraft, or motor vehicle.

The ship was carrying a cargo of crude oil.
cargo, consignment, freight, lading, load, loading, payload, shipment