ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଥ   ବିଶେଷ୍ୟ

ଅର୍ଥ : ମାରିବାପାଇଁ ବନ୍ଦ ମୁଠା

ଉଦାହରଣ : ମୋହନ ସୋହନକୁ ମୁଥ ମାରିଲା

ସମକକ୍ଷ : ମୁଠି, ମୁଷ୍ଟି

मारने के निमित्त बाँधी हुई मुट्ठी।

मोहन ने सोहन पर घूँसे से प्रहार किया।
घूँसा, धौल, मुक्का, मुष्टिका

A hand with the fingers clenched in the palm (as for hitting).

clenched fist, fist

ଅର୍ଥ : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ

ଉଦାହରଣ : ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି

ସମକକ୍ଷ : କିସ୍ତି, ଥର

किसी वस्तु की उतनी मात्रा जितनी एक बार में कड़ाही, कोल्हू, चक्की आदि में तलने, पेरने, पीसने आदि के लिए डाली जाय।

पीसने के लिए दो घानी गेहूँ और बचा है।
घान, घानी

ଅର୍ଥ : କ୍ଲାନ୍ତି ଦୂରକରିବାପାଇଁ କାହାରି ଶରୀରରେ ମୁଠିଦ୍ବାରା ଧୀରେ ଧୀରେ ଆଘାତ କରିବା ପ୍ରକ୍ରିୟା

ଉଦାହରଣ : ସେଠଜୀ ସେବକରାମଠାରୁ ମୁଥ ଖାଉଛନ୍ତି

बँधी हुई मुट्ठिओं से किसी के शरीर पर उसकी थकावट दूर करने के लिए धीरे-धीरे आघात करने की क्रिया।

सेठजी सेवकराम से मुक्की लगवा रहे हैं।
मुक्की

ଅର୍ଥ : ମୁଷ୍ଠିଦ୍ୱାରା କରିବା ପ୍ରହାର

ଉଦାହରଣ : କେବେ କେବେ ମୁଷ୍ଠିଘାତ ବି ଜଣକ ଜୀବନ ନେଇପାରେ

ସମକକ୍ଷ : ଘୁଷା, ଘୁଷି, ମୁଷ୍ଠିଘାତ, ମୁଷ୍ଠିପ୍ରହାର

घूँसे या मुक्के से किया जाने वाला प्रहार।

कभी-कभी मुक्के की चोट भी जानलेवा होती है।
घूँसा, धौल, मुक्का, मुष्टिका

(boxing) a blow with the fist.

I gave him a clout on his nose.
biff, clout, lick, poke, punch, slug