ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଫା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଫା   ବିଶେଷ୍ୟ

ଅର୍ଥ : ବିଧାନ ବା ଆଇନ ପୁସ୍ତକର ଏହି ଅଂଶ ଯେଉଁଥିରେ କୌଣସି ଏକ ଅପରାଧ,ବିଷୟ, ବା କାର୍ଯ୍ୟ ସମ୍ବନ୍ଧୀୟ କିଛି କୁହାଯାଇଛି ବା ବିଧାନ କରାଯାଇଛି

ଉଦାହରଣ : ଶଠତା ଅପରାଧ ଦଫା ୪୨୦ର ଅନ୍ତର୍ଗତ

किसी विधान या क़ानूनी पुस्तक का वह अंश जिसमें किसी एक अपराध, विषय या कार्य के संबंध में कोई बात कही गई या कोई विधान किया गया हो।

दफ़ा 420 के अंतर्गत धोखाधड़ी का ज़ुर्म आता है।
दफ़ा, दफा, धारा, नियम धारा

A separate section of a legal document (as a statute or contract or will).

article, clause

ଅର୍ଥ : ବୋଝ ଲଦି ଗାଡ଼ି ଆଦିର ଏକାଥରକେ ଯାତ୍ରା

ଉଦାହରଣ : କୃଷକ ବଳଦଗାଡ଼ିରେ ଦୁଇ ଖେପରେ ଖଳାକୁ ଶସ୍ୟ ବୋହିଲା

ସମକକ୍ଷ : ଖେପ, ଥର

बोझ लदी गाड़ी आदि की एक बार की यात्रा।

किसान ने बैलगाड़ी से दो खेप में खलिहान का अनाज ढोया।
खेप