ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତ୍ରୁଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତ୍ରୁଟି   ବିଶେଷ୍ୟ

ଅର୍ଥ : ଅବହେଳା କିମ୍ବା ଭୁଲ୍‌ ବିଚାର କାରଣରୁ ହେଉଥିବା କାମ

ଉଦାହରଣ : ତୁମକୁ ଏହି ଭୁଲ୍‌ର ଦଣ୍ଡ ନିଶ୍ଚୟ ମିଳିବ ରମା ପିତାଙ୍କଠାରେ ନିଜ ଭୁଲ୍‌ପାଇଁ କ୍ଷମା ମାଗିଲା

ସମକକ୍ଷ : ଅପରାଧ, ଅଶୁଦ୍ଧି, ଭୁଲ୍‌

वह कार्य जो लापरवाही या ग़लत विचार के कारण होता है।

रमा ने अपने पिता से अपनी भूल की क्षमा माँगी।
अनुबंध, अनुबन्ध, अपचार, अपराध, अशुद्धि, कज, कारस्तानी, कारिस्तानी, कुसूर, खता, ख़ता, गलती, ग़लती, चूक, त्रुटि, नागा, नुक़्स, नुक्स, भूल, विपर्यय

A wrong action attributable to bad judgment or ignorance or inattention.

He made a bad mistake.
She was quick to point out my errors.
I could understand his English in spite of his grammatical faults.
error, fault, mistake

ଅର୍ଥ : ଅସାବଧାନତା କାରଣରୁ କାର୍ଯ୍ୟର କୌଣସି ଏକ ଅଂଶ ଉପରେ ଧ୍ୟାନ ନଦେବା ବା ତାକୁ ସଂପୂର୍ଣ୍ଣ ନ କରିବା କ୍ରିୟା

ଉଦାହରଣ : ଯଦି ଆପଣ ମୁଣ୍ଡ ସ୍ଥିର ରଖିବେ ତା ହେଲେ କାମରେ ଅବହେଳା ହେଇନଥାନ୍ତା

ସମକକ୍ଷ : ଅବହେଳା, ଗଫଳତି

असावधानता के कारण कार्य के किसी अंग पर ध्यान न जाने या उसके रह जाने की क्रिया।

अगर आप दिमाग स्थिर रखते तो यह छूट नहीं होती।
गफलत, ग़फ़लत, चूक, छूट

A mistake resulting from neglect.

omission, skip