ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପରାଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପରାଧ   ବିଶେଷ୍ୟ

ଅର୍ଥ : ଅବହେଳା କିମ୍ବା ଭୁଲ୍‌ ବିଚାର କାରଣରୁ ହେଉଥିବା କାମ

ଉଦାହରଣ : ତୁମକୁ ଏହି ଭୁଲ୍‌ର ଦଣ୍ଡ ନିଶ୍ଚୟ ମିଳିବ ରମା ପିତାଙ୍କଠାରେ ନିଜ ଭୁଲ୍‌ପାଇଁ କ୍ଷମା ମାଗିଲା

ସମକକ୍ଷ : ଅଶୁଦ୍ଧି, ତ୍ରୁଟି, ଭୁଲ୍‌

वह कार्य जो लापरवाही या ग़लत विचार के कारण होता है।

रमा ने अपने पिता से अपनी भूल की क्षमा माँगी।
अनुबंध, अनुबन्ध, अपचार, अपराध, अशुद्धि, कज, कारस्तानी, कारिस्तानी, कुसूर, खता, ख़ता, गलती, ग़लती, चूक, त्रुटि, नागा, नुक़्स, नुक्स, भूल, विपर्यय

A wrong action attributable to bad judgment or ignorance or inattention.

He made a bad mistake.
She was quick to point out my errors.
I could understand his English in spite of his grammatical faults.
error, fault, mistake

ଅର୍ଥ : କାହାର ହାନି କରୁଥିବା କୌଣସି ଅନୁଚିତ କାର୍ଯ୍ୟ

ଉଦାହରଣ : ବେଳେ ବେଳେ ଆମେ ଆମ ଅଜଣାରେ ଅପରାଧ କରିଥାଉ

वह अनुचित कार्य जिससे किसी को हानि पहुँचे।

कभी-कभी हम अनजाने में भी अपराध कर बैठते हैं।
अपराध

ଅର୍ଥ : ଦୋଷୀ ହେବାର ଅବସ୍ଥା ବା ଭାବ

ଉଦାହରଣ : ସ୍ବାମୀର ଦୋଷ ପ୍ରମାଣିତ କଲାପରେହିଁ ସ୍ତ୍ରୀ ସମ୍ବନ୍ଧ ବିଚ୍ଛେଦ କରି ପାରିବ

ସମକକ୍ଷ : ଦୋଷ

दोषी होने की अवस्था या भाव।

पति की दोषिता प्रमाणित करके ही पत्नी संबंध विच्छेद कर सकती है।
दोषिता

The state of having committed an offense.

guilt, guiltiness

ଅର୍ଥ : ଏପରି କାମ ଯାହା କୌଣସି ବିଧିବିଧାନର ବିରୋଧାଚରଣ କରେ ଏବଂ ଯାହାପାଇଁ କର୍ତ୍ତାକୁ ଦଣ୍ଡ ମିଳିପାରେ

ଉଦାହରଣ : ବାଳଶ୍ରମିକଙ୍କୁ କାମରେ ଲଗାଇବା ଏକ ଅପରାଧ

ସମକକ୍ଷ : ଭୁଲ୍‌

कोई ऐसा काम जो किसी विधि या विधान के विरुद्ध हो और जिसके लिए कर्ता को दंड मिल सकता हो।

बाल श्रमिक से काम कराना एक अपराध है।
अपराध, आगस, आश्रव, इल्लत, कसूर, क़ुसूर, कुसूर, क्राइम, गुनाह, गुनाहगारी, जरायम, जुर्म, दोष, पाष्मा

ଅପରାଧ   ବିଶେଷଣ

ଅର୍ଥ : ଯେ ସ୍ୱଭାବରେ ଅପରାଧପ୍ରବଣ ବା ଅପରାଧ କରିବାପାଇଁ ପ୍ରବୃତ୍ତ ହୁଏ

ଉଦାହରଣ : ଧ୍ୟାନ ଅପରାଧ ପ୍ରବୃତ୍ତିକୁ ଦୂର କରେ