ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଫଳତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଫଳତି   ବିଶେଷ୍ୟ

ଅର୍ଥ : ଅସାବଧାନତା କାରଣରୁ କାର୍ଯ୍ୟର କୌଣସି ଏକ ଅଂଶ ଉପରେ ଧ୍ୟାନ ନଦେବା ବା ତାକୁ ସଂପୂର୍ଣ୍ଣ ନ କରିବା କ୍ରିୟା

ଉଦାହରଣ : ଯଦି ଆପଣ ମୁଣ୍ଡ ସ୍ଥିର ରଖିବେ ତା ହେଲେ କାମରେ ଅବହେଳା ହେଇନଥାନ୍ତା

ସମକକ୍ଷ : ଅବହେଳା, ତ୍ରୁଟି

असावधानता के कारण कार्य के किसी अंग पर ध्यान न जाने या उसके रह जाने की क्रिया।

अगर आप दिमाग स्थिर रखते तो यह छूट नहीं होती।
गफलत, ग़फ़लत, चूक, छूट

A mistake resulting from neglect.

omission, skip