ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବହେଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବହେଳା   ବିଶେଷ୍ୟ

ଅର୍ଥ : କାହାର ଆଦେଶ ବା କଥା ନ ମାନିବା କ୍ରିୟା ବା ଭାବ

ଉଦାହରଣ : ଆମକୁ ପିଲାଦିନରୁ ଶିଖାଇଦିଆଯାଇଛି ଯେ ବଡ଼ମାନଙ୍କ ଆଦେଶର ଅବଜ୍ଞା କରିବା ଉଚିତ୍‌ ନୁହେଁ

ସମକକ୍ଷ : ଅବଜ୍ଞା

किसी की आज्ञा या बात न मानने की क्रिया या भाव।

बड़ों के आदेश की अवहेलना अनुचित मानी जाती है।
अनसुन करना, अनसुना करना, अपालन, अवगणन, अवज्ञा, अवहेल, अवहेलन, अवहेलना, अवहेला, हुक्म उदूली

The failure to obey.

disobedience, noncompliance

ଅର୍ଥ : ଅସାବଧାନତା କାରଣରୁ କାର୍ଯ୍ୟର କୌଣସି ଏକ ଅଂଶ ଉପରେ ଧ୍ୟାନ ନଦେବା ବା ତାକୁ ସଂପୂର୍ଣ୍ଣ ନ କରିବା କ୍ରିୟା

ଉଦାହରଣ : ଯଦି ଆପଣ ମୁଣ୍ଡ ସ୍ଥିର ରଖିବେ ତା ହେଲେ କାମରେ ଅବହେଳା ହେଇନଥାନ୍ତା

ସମକକ୍ଷ : ଗଫଳତି, ତ୍ରୁଟି

असावधानता के कारण कार्य के किसी अंग पर ध्यान न जाने या उसके रह जाने की क्रिया।

अगर आप दिमाग स्थिर रखते तो यह छूट नहीं होती।
गफलत, ग़फ़लत, चूक, छूट

A mistake resulting from neglect.

omission, skip

ଅର୍ଥ : ଦାୟିତ୍ୱ ନ ତୁଲାଇବାର ପ୍ରକ୍ରିୟା

ଉଦାହରଣ : ବୃଦ୍ଧ ପିତା ପ୍ରତି ପୁଅର ଅବହେଳା ଦେଖିଲେ ବଡ଼ ଦୁଃଖ ଲାଗେ

ସମକକ୍ଷ : ଅଣହେଳା, ଅନାଦର, ଅବଜ୍ଞା, ହତାଦର

उत्तरदायित्व न निभाने की क्रिया।

पुत्र का वृद्ध पिता के प्रति अपसर्जन देख बड़ा दुख होता है।
अपसर्जन

ଅର୍ଥ : ଧ୍ୟାନ ନ ଦେବାର ପ୍ରକ୍ରିୟା

ଉଦାହରଣ : ଆଜିକାଲି ବୃକ୍ଷଲତା ଗୁଡ଼ିକୁ ଉପେକ୍ଷା କରାଯାଉଛି

ସମକକ୍ଷ : ଉପେକ୍ଷା

Lack of attention and due care.

disregard, neglect