ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅବହେଳା କିମ୍ବା ଭୁଲ୍ ବିଚାର କାରଣରୁ ହେଉଥିବା କାମ
ଉଦାହରଣ : ତୁମକୁ ଏହି ଭୁଲ୍ର ଦଣ୍ଡ ନିଶ୍ଚୟ ମିଳିବ ରମା ପିତାଙ୍କଠାରେ ନିଜ ଭୁଲ୍ପାଇଁ କ୍ଷମା ମାଗିଲା
ସମକକ୍ଷ : ଅପରାଧ, ତ୍ରୁଟି, ଭୁଲ୍
वह कार्य जो लापरवाही या ग़लत विचार के कारण होता है।
A wrong action attributable to bad judgment or ignorance or inattention.
ଅର୍ଥ : ମଳିନ ହେବାର ଅବସ୍ଥା ବା ଭାବ
ଉଦାହରଣ : ତା ମନର ମଳିନତାକୁ ସଫା କରାଯାଇ ପାରିବନାହିଁ
ସମକକ୍ଷ : ଅପବିତ୍ରତା, ଅଶୁଦ୍ଧତା, ଅସ୍ୱଚ୍ଛତା, କଳୁଷ, ମଳିନତା, ମଳିନତ୍ୱ
मलिन होने की अवस्था या भाव।
The state of being contaminated.
ସଂସ୍ଥାପନ କରନ୍ତୁ