ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୀର୍ଥ ସ୍ଥାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୀର୍ଥ ସ୍ଥାନ   ବିଶେଷ୍ୟ

ଅର୍ଥ : ଧର୍ମଭାବରୁ ପୂଜା, ଉପାସନା କିମ୍ବା ଦର୍ଶନପାଇଁ ଲୋକମାନେ ଯାଉଥିବା ପବିତ୍ର ସ୍ଥାନ ଯାହା ଧର୍ମଗ୍ରନ୍ଥଦ୍ୱାରା ସ୍ୱୀକୃତ

ଉଦାହରଣ : ପୁରୀ ଏକ ପ୍ରସିଦ୍ଧ ହିନ୍ଦୁ ତୀର୍ଥ ସ୍ଥାନ

ସମକକ୍ଷ : ତୀର୍ଥ କ୍ଷେତ୍ର, ତୀର୍ଥ ସ୍ଥଳ, ପୁଣ୍ୟ କ୍ଷେତ୍ର, ପୁଣ୍ୟ ଭୂମି, ପୁଣ୍ୟ ସ୍ଥଳୀ, ପୁଣ୍ୟ ସ୍ଥାନ

धर्म-ग्रंथों द्वारा मान्य वह पवित्र स्थान जहाँ लोग धर्मभाव से पूजा, उपासना या दर्शन के लिए जाते हैं।

वाराणसी एक प्रसिद्ध हिन्दू तीर्थ स्थान है।
तीर्थ, तीर्थ स्थल, तीर्थ स्थली, तीर्थ स्थान, तीर्थ-स्थल, तीर्थस्थल, तीर्थस्थान, पुण्य क्षेत्र, पुण्य भूमि, पुण्य स्थली, पुण्य स्थान, महालय

A place of worship hallowed by association with some sacred thing or person.

shrine

ଅର୍ଥ : ଦେବ ସ୍ଥାନ ବା ପୁଣ୍ୟ ସ୍ଥାନ

ଉଦାହରଣ : ବୈଦ୍ୟନାଥଙ୍କ ଦର୍ଶନ ପାଇଁ ଭକ୍ତମାନେ ବୈଦ୍ୟନାଥ କ୍ଷେତ୍ର ଯାଉଥିଲେ

ସମକକ୍ଷ : କ୍ଷେତ୍ର, ତୀର୍ଥ କ୍ଷେତ୍ର, ତୀର୍ଥ ଧାମ, ତୀର୍ଥ ସ୍ଥଳ

देव स्थान या पुण्य स्थान।

वैद्यनाथ बाबा के दर्शन के लिए लोग बैद्यनाथ धाम जा रहे हैं।
धाम

A sacred place of pilgrimage.

holy, holy place, sanctum