ଅର୍ଥ : ଧର୍ମଭାବରୁ ପୂଜା, ଉପାସନା କିମ୍ବା ଦର୍ଶନପାଇଁ ଲୋକମାନେ ଯାଉଥିବା ପବିତ୍ର ସ୍ଥାନ ଯାହା ଧର୍ମଗ୍ରନ୍ଥଦ୍ୱାରା ସ୍ୱୀକୃତ
ଉଦାହରଣ :
ପୁରୀ ଏକ ପ୍ରସିଦ୍ଧ ହିନ୍ଦୁ ତୀର୍ଥ ସ୍ଥାନ
ସମକକ୍ଷ : ତୀର୍ଥ କ୍ଷେତ୍ର, ତୀର୍ଥ ସ୍ଥଳ, ତୀର୍ଥ ସ୍ଥାନ, ପୁଣ୍ୟ କ୍ଷେତ୍ର, ପୁଣ୍ୟ ସ୍ଥଳୀ, ପୁଣ୍ୟ ସ୍ଥାନ