ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୀର୍ଥ ଧାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୀର୍ଥ ଧାମ   ବିଶେଷ୍ୟ

ଅର୍ଥ : ଦେବ ସ୍ଥାନ ବା ପୁଣ୍ୟ ସ୍ଥାନ

ଉଦାହରଣ : ବୈଦ୍ୟନାଥଙ୍କ ଦର୍ଶନ ପାଇଁ ଭକ୍ତମାନେ ବୈଦ୍ୟନାଥ କ୍ଷେତ୍ର ଯାଉଥିଲେ

ସମକକ୍ଷ : କ୍ଷେତ୍ର, ତୀର୍ଥ କ୍ଷେତ୍ର, ତୀର୍ଥ ସ୍ଥଳ, ତୀର୍ଥ ସ୍ଥାନ

देव स्थान या पुण्य स्थान।

वैद्यनाथ बाबा के दर्शन के लिए लोग बैद्यनाथ धाम जा रहे हैं।
धाम

A sacred place of pilgrimage.

holy, holy place, sanctum