ଅର୍ଥ : ଧର୍ମଭାବରୁ ପୂଜା, ଉପାସନା କିମ୍ବା ଦର୍ଶନପାଇଁ ଲୋକମାନେ ଯାଉଥିବା ପବିତ୍ର ସ୍ଥାନ ଯାହା ଧର୍ମଗ୍ରନ୍ଥଦ୍ୱାରା ସ୍ୱୀକୃତ
ଉଦାହରଣ :
ପୁରୀ ଏକ ପ୍ରସିଦ୍ଧ ହିନ୍ଦୁ ତୀର୍ଥ ସ୍ଥାନ
ସମକକ୍ଷ : ତୀର୍ଥ କ୍ଷେତ୍ର, ତୀର୍ଥ ସ୍ଥାନ, ପୁଣ୍ୟ କ୍ଷେତ୍ର, ପୁଣ୍ୟ ଭୂମି, ପୁଣ୍ୟ ସ୍ଥଳୀ, ପୁଣ୍ୟ ସ୍ଥାନ
ଅର୍ଥ : ଦେବ ସ୍ଥାନ ବା ପୁଣ୍ୟ ସ୍ଥାନ
ଉଦାହରଣ :
ବୈଦ୍ୟନାଥଙ୍କ ଦର୍ଶନ ପାଇଁ ଭକ୍ତମାନେ ବୈଦ୍ୟନାଥ କ୍ଷେତ୍ର ଯାଉଥିଲେ
ସମକକ୍ଷ : କ୍ଷେତ୍ର, ତୀର୍ଥ କ୍ଷେତ୍ର, ତୀର୍ଥ ଧାମ, ତୀର୍ଥ ସ୍ଥାନ