ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତିରସ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତିରସ୍କାର   ବିଶେଷ୍ୟ

ଅର୍ଥ : ଦୂରଦୂର କହି ଗାଳିଦେଇ କାହାରିକୁ ନିଜ ପାଖରୁ ହଟାଇବାର କ୍ରିୟା

ଉଦାହରଣ : ସେ ଭିକାରୀକୁ ତିରସ୍କାର କଲା

ସମକକ୍ଷ : ଭର୍ତ୍ସନା

दुत-दुत कहकर किसी को अपने पास से तिरस्कारपूर्वक हटाने की क्रिया।

उसकी दुतकार से भिखारी चला गया।
दुत दुत, दुतकार, दुत्कार

ଅର୍ଥ : ଗାଳି କରିବାର ଭାବ ବା ପ୍ରକ୍ରିୟା

ଉଦାହରଣ : ଆଜି ତାଙ୍କୁ ବହୁତ ଭର୍ତ୍ସନା ମିଳିଛି

ସମକକ୍ଷ : ଗାଳିମନ୍ଦ, ଭର୍ତ୍ସନା

लताड़ने या लात से मारने की क्रिया या भाव।

आज उसे बहुत लताड़ पड़ी।
लताड़

Rebuking a person harshly.

chiding, objurgation, scolding, tongue-lashing

ଅର୍ଥ : କିଛି ଅନୁଚିତ କାର୍ଯ୍ୟ ପାଇଁ ତିରସ୍କାର କରିବାର ପ୍ରକ୍ରିୟା

ଉଦାହରଣ : ପତିର ଭର୍ତ୍ସନାରେ ଆହତ ପତ୍ନୀ ଆତ୍ମହତ୍ୟା କରିଦେଲାରାଜା ପଳାୟନକାରୀ ସୈନ୍ୟଙ୍କୁ ଭର୍ତ୍ସନା କଲେରାଜା ପଳାୟନକାରୀ ସୈନ୍ୟମାନଙ୍କୁ ନିନ୍ଦା କଲେରାଜା ପଳାୟନକାରୀ ସୈନ୍ୟମାନଙ୍କୁ ତିରସ୍କାର କଲେ

ସମକକ୍ଷ : ନିନ୍ଦା, ଭର୍ତ୍ସନା

किसी अनुचित कार्य के लिए बुरा भला कहने की क्रिया।

पति की भर्त्सना से आहत पत्नी ने आत्महत्या कर ली।
राजा ने भागे हुए सैनिक की भर्त्सना की।
राजा ने भागे हुए सैनिक को फटकार लगाई।
राजा ने भागे हुए सैनिक पर अपक्रोश किया।
अपक्रोश, फटकार, भर्त्सना

A mild rebuke or criticism.

Words of reproach.
reproach

ଅର୍ଥ : ଭର୍ତ୍ସନା କରିବାର ପ୍ରକ୍ରିୟା ବା ଭାବ

ଉଦାହରଣ : ବାପାଙ୍କ ଭର୍ତ୍ସନା ଶୁଣିବା ମାତ୍ରେ ମାଧବ ଭୟଭୀତ ହୋଇଗଲା

ସମକକ୍ଷ : କଟୂବାକ୍ୟ, ଗାଳି, ଭର୍ତ୍ସନା

घुड़कने की क्रिया या भाव।

पिताजी की घुड़की सुनते ही माधव सहम गया।
घुड़की

An act or expression of criticism and censure.

He had to take the rebuke with a smile on his face.
rebuke, reprehension, reprimand, reproof, reproval

ଅର୍ଥ : ଅତ୍ୟଧିକ ଘୃଣା ପ୍ରକଟ କରିବାର ପ୍ରକ୍ରିୟା

ଉଦାହରଣ : ଏହି ଲୋକମାନଙ୍କ ପ୍ରତି ତାର ତିରସ୍କାର ହିଁ ଯଥାର୍ଥ

ସମକକ୍ଷ : ଧିକ୍କାର, ଭର୍ସନା

अत्यधिक घृणा प्रकट करने की क्रिया।

इन लोगों के प्रति उसकी थुथकार जायज है।
थुथकार