ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାଳି   ବିଶେଷ୍ୟ

ଅର୍ଥ : ଗାଳିକରିବା ବା ଧମକ ଦେବା କ୍ରିୟା ବା ଭାବ

ଉଦାହରଣ : ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା

ସମକକ୍ଷ : କଟୂବାଣୀ, ଧମକ, ଭର୍ତ୍ସନା, ଶୋଧା

डाँटने या डपटने की क्रिया या भाव।

घरवालों की डाँट से परेशान होकर मोहन घर छोड़कर भाग गया।
अवक्षेपण, खरी -खोटी, खरीखोटी, घुड़की, डपट, डाँट, डाँट डपट, डाँट-डपट, डाँटडपट, डाँटना-डपटना, ताड़न, ताड़ना, प्रताड़न, प्रताड़ना, फटकार, लताड़, लथाड़

ଅର୍ଥ : ଭର୍ତ୍ସନା କରି କହିଥିବା କଥା

ଉଦାହରଣ : ମାଆଙ୍କର ମଧୁର ଭର୍ତ୍ସନା ସହିତ ମୁଁ ଅଭ୍ୟସ୍ତ ହୋଇଗଲିଣି

ସମକକ୍ଷ : ଭର୍ତ୍ସନା

झिड़ककर कही हुई बात।

माँ की मीठी झिड़कियों की तो मुझे आदत पड़ गई है।
अपहेला, आस्कंद, आस्कन्द, झिड़की

An instance of driving away or warding off.

rebuff, repulse, snub

ଅର୍ଥ : ଗାଳିଦେବାର କ୍ରିୟା

ଉଦାହରଣ : ବର୍ତ୍ତମାନ ତାକୁ ଗାଳି ଦେଲେ କି ଲାଭ ହେବ

ସମକକ୍ଷ : କଟୁବାଣୀ, ଭର୍ତ୍ସନା

कोसने की क्रिया।

अब उसे कोसने से क्या फायदा होगा।
अवक्रोश, आक्रोश, कोसना

ଅର୍ଥ : ନିନ୍ଦା ବା କଳଙ୍କର କଥା

ଉଦାହରଣ : ସେ ନିଜକୁ ହିଁ ଗାଳି ଦେଉଛି ଗାଳି ଦୁର୍ବଳ ମାନସିକତାର ପ୍ରତୀକ

ସମକକ୍ଷ : ଅପବଚନ

निंदा या कलंक की बात।

वह अपनों को ही गाली दे रहा है।
गाली गिरी हुई मानसिकता का प्रतीक है।
अंड-बंड, अंडबंड, अण्ड-बण्ड, अण्डबण्ड, अपवचन, अपशब्द, अवक्रोश, अवाच्य, उपक्रोश, गाली

A defamatory or abusive word or phrase.

epithet, name

ଅର୍ଥ : ଗାଳିକରିବା କ୍ରିୟା

ଉଦାହରଣ : ଏତେ ଗାଳି ପରେ ମଧ୍ୟ ରାମ ନିଜ ମନକୁ କରୁଛି

ସମକକ୍ଷ : ଧମକ

डाँटने की क्रिया।

इतनी डँटाई के बाद भी राम अपने मन की कर रहा है।
डँटाई, डपटाई

Rebuking a person harshly.

chiding, objurgation, scolding, tongue-lashing

ଅର୍ଥ : ଭର୍ତ୍ସନା କରିବାର ପ୍ରକ୍ରିୟା ବା ଭାବ

ଉଦାହରଣ : ବାପାଙ୍କ ଭର୍ତ୍ସନା ଶୁଣିବା ମାତ୍ରେ ମାଧବ ଭୟଭୀତ ହୋଇଗଲା

ସମକକ୍ଷ : କଟୂବାକ୍ୟ, ତିରସ୍କାର, ଭର୍ତ୍ସନା

घुड़कने की क्रिया या भाव।

पिताजी की घुड़की सुनते ही माधव सहम गया।
घुड़की

An act or expression of criticism and censure.

He had to take the rebuke with a smile on his face.
rebuke, reprehension, reprimand, reproof, reproval