ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିନ୍ଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିନ୍ଦା   ବିଶେଷ୍ୟ

ଅର୍ଥ : ଏପରି କଥା, ଶବ୍ଦ, ତତ୍ତ୍ୱଆଦି ଯାହା ବିଶେଷ ବା ସାମାନ୍ୟ ନିୟମର ବିରୋଧ

ଉଦାହରଣ : ଏ ନିୟମର କିଛି ଦୁର୍ନାମ ମଧ୍ୟ ଅଛି

ସମକକ୍ଷ : ଅପବାଦ, କଳଙ୍କ, ଦୁର୍ନାମ

वह बात, शब्द, तत्त्व आदि जो किसी व्यापक या सामान्य नियम आदि के विरुद्ध हो।

इस नियम के कुछ अपवाद भी हैं।
अपवाद, अववाद

An instance that does not conform to a rule or generalization.

All her children were brilliant; the only exception was her last child.
An exception tests the rule.
exception

ଅର୍ଥ : କାହାର ବାସ୍ତବିକ ବା କଳ୍ପିତ ତ୍ରୁଟି ବା ଦୋଷକୁ ପ୍ରକାଶ କରିବାର ପ୍ରକ୍ରିୟା

ଉଦାହରଣ : ଆମେ କାହାରି ବି ନିନ୍ଦା କରିବା ଉଚିତ୍‌ ନୁହେଁ

ସମକକ୍ଷ : ଅପନିନ୍ଦା, ଅପବାଦ

किसी की वास्तविक या कल्पित बुराई या दोष बतलाने की क्रिया।

हमें किसी की भी निंदा नहीं करनी चाहिए।
अपभाषण, अपमर्श, अपवाचा, अपवाद, अभिषंग, अभिषङ्ग, अवध्वंस, अस्तुति, आक्षेप, उपक्रोश, टीका-टिप्पणी, निंदा, निन्दा, बदगोई, बुराई, वाच्यता, शाबर

Abusive or venomous language used to express blame or censure or bitter deep-seated ill will.

invective, vitriol, vituperation

ଅର୍ଥ : କିଛି ଅନୁଚିତ କାର୍ଯ୍ୟ ପାଇଁ ତିରସ୍କାର କରିବାର ପ୍ରକ୍ରିୟା

ଉଦାହରଣ : ପତିର ଭର୍ତ୍ସନାରେ ଆହତ ପତ୍ନୀ ଆତ୍ମହତ୍ୟା କରିଦେଲାରାଜା ପଳାୟନକାରୀ ସୈନ୍ୟଙ୍କୁ ଭର୍ତ୍ସନା କଲେରାଜା ପଳାୟନକାରୀ ସୈନ୍ୟମାନଙ୍କୁ ନିନ୍ଦା କଲେରାଜା ପଳାୟନକାରୀ ସୈନ୍ୟମାନଙ୍କୁ ତିରସ୍କାର କଲେ

ସମକକ୍ଷ : ତିରସ୍କାର, ଭର୍ତ୍ସନା

किसी अनुचित कार्य के लिए बुरा भला कहने की क्रिया।

पति की भर्त्सना से आहत पत्नी ने आत्महत्या कर ली।
राजा ने भागे हुए सैनिक की भर्त्सना की।
राजा ने भागे हुए सैनिक को फटकार लगाई।
राजा ने भागे हुए सैनिक पर अपक्रोश किया।
अपक्रोश, फटकार, भर्त्सना

A mild rebuke or criticism.

Words of reproach.
reproach