ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧିକ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧିକ୍କାର   ବିଶେଷ୍ୟ

ଅର୍ଥ : ଧିକ୍କାର କରିବା

ଉଦାହରଣ : ଏଭଳି ଲୋକମାନଙ୍କୁ ଧିକ୍କାର, ଯେଉଁମାନେ ଟଙ୍କାପାଇଁ ନିଜ ଦେଶ ସହିତ ବେଇମାନି କରନ୍ତି

ସମକକ୍ଷ : ଧିକ

तिरस्कार या घृणा व्यक्त करने की क्रिया या शब्द।

वह पत्नी की धिक्कार न सह सका।
लानत है ऐसे लोगों पर, जो पैसे के लिए अपने वतन के साथ गद्दारी करते हैं।
धिक् तुमने ऐसा दुष्कर्म किया।
धिक, धिक्, धिक्कार, लानत

A mild rebuke or criticism.

Words of reproach.
reproach

ଅର୍ଥ : ଅତ୍ୟଧିକ ଘୃଣା ପ୍ରକଟ କରିବାର ପ୍ରକ୍ରିୟା

ଉଦାହରଣ : ଏହି ଲୋକମାନଙ୍କ ପ୍ରତି ତାର ତିରସ୍କାର ହିଁ ଯଥାର୍ଥ

ସମକକ୍ଷ : ତିରସ୍କାର, ଭର୍ସନା

अत्यधिक घृणा प्रकट करने की क्रिया।

इन लोगों के प्रति उसकी थुथकार जायज है।
थुथकार