ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗାଳିକରିବା ବା ଧମକ ଦେବା କ୍ରିୟା ବା ଭାବ
ଉଦାହରଣ : ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା
ସମକକ୍ଷ : କଟୂବାଣୀ, ଗାଳି, ଧମକ, ଶୋଧା
डाँटने या डपटने की क्रिया या भाव।
A severe scolding.
ଅର୍ଥ : ଦୂରଦୂର କହି ଗାଳିଦେଇ କାହାରିକୁ ନିଜ ପାଖରୁ ହଟାଇବାର କ୍ରିୟା
ଉଦାହରଣ : ସେ ଭିକାରୀକୁ ତିରସ୍କାର କଲା
ସମକକ୍ଷ : ତିରସ୍କାର
दुत-दुत कहकर किसी को अपने पास से तिरस्कारपूर्वक हटाने की क्रिया।
ଅର୍ଥ : ଭର୍ତ୍ସନା କରି କହିଥିବା କଥା
ଉଦାହରଣ : ମାଆଙ୍କର ମଧୁର ଭର୍ତ୍ସନା ସହିତ ମୁଁ ଅଭ୍ୟସ୍ତ ହୋଇଗଲିଣି
ସମକକ୍ଷ : ଗାଳି
झिड़ककर कही हुई बात।
An instance of driving away or warding off.
ଅର୍ଥ : ଗାଳିଦେବାର କ୍ରିୟା
ଉଦାହରଣ : ବର୍ତ୍ତମାନ ତାକୁ ଗାଳି ଦେଲେ କି ଲାଭ ହେବ
ସମକକ୍ଷ : କଟୁବାଣୀ, ଗାଳି
कोसने की क्रिया।
ଅର୍ଥ : ଗାଳି କରିବାର ଭାବ ବା ପ୍ରକ୍ରିୟା
ଉଦାହରଣ : ଆଜି ତାଙ୍କୁ ବହୁତ ଭର୍ତ୍ସନା ମିଳିଛି
ସମକକ୍ଷ : ଗାଳିମନ୍ଦ, ତିରସ୍କାର
लताड़ने या लात से मारने की क्रिया या भाव।
Rebuking a person harshly.
ଅର୍ଥ : କିଛି ଅନୁଚିତ କାର୍ଯ୍ୟ ପାଇଁ ତିରସ୍କାର କରିବାର ପ୍ରକ୍ରିୟା
ଉଦାହରଣ : ପତିର ଭର୍ତ୍ସନାରେ ଆହତ ପତ୍ନୀ ଆତ୍ମହତ୍ୟା କରିଦେଲାରାଜା ପଳାୟନକାରୀ ସୈନ୍ୟଙ୍କୁ ଭର୍ତ୍ସନା କଲେରାଜା ପଳାୟନକାରୀ ସୈନ୍ୟମାନଙ୍କୁ ନିନ୍ଦା କଲେରାଜା ପଳାୟନକାରୀ ସୈନ୍ୟମାନଙ୍କୁ ତିରସ୍କାର କଲେ
ସମକକ୍ଷ : ତିରସ୍କାର, ନିନ୍ଦା
किसी अनुचित कार्य के लिए बुरा भला कहने की क्रिया।
A mild rebuke or criticism.
ଅର୍ଥ : ଭର୍ତ୍ସନା କରିବାର ପ୍ରକ୍ରିୟା ବା ଭାବ
ଉଦାହରଣ : ବାପାଙ୍କ ଭର୍ତ୍ସନା ଶୁଣିବା ମାତ୍ରେ ମାଧବ ଭୟଭୀତ ହୋଇଗଲା
ସମକକ୍ଷ : କଟୂବାକ୍ୟ, ଗାଳି, ତିରସ୍କାର
घुड़कने की क्रिया या भाव।
An act or expression of criticism and censure.
ସଂସ୍ଥାପନ କରନ୍ତୁ