ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତରଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତରଙ୍ଗ   ବିଶେଷ୍ୟ

ଅର୍ଥ : ନଦୀ, ସମୁଦ୍ରଆଦିର ପାଣିରେ ଅଳ୍ପ ଦୂରରେ କିଛି ସମୟ ରହିରହି ଉଠୁଥିବା ଜଳରାଶି ଯାହା ବାରମ୍ବାର ଆଗକୁ ମାଡ଼ିଆସିବା ପରି ଜଣାପଡ଼େ

ଉଦାହରଣ : ସମୁଦ୍ରର ଲହଡ଼ି ବେଳାଭୂମିରେ ବାଧାପାଇ ଉପରକୁ ଉଠୁଅଛି

ସମକକ୍ଷ : ଢେଉ, ଲହରୀ, ଲହଡ଼ି

नदी, समुद्र आदि के जल में थोड़ी-थोड़ी दूर पर रह-रहकर उठने और फिर नीचे बैठने वाली जलराशि जो बराबर आगे बढ़ती हुई-सी जान पड़ती है।

समुद्र की लहरें चट्टानों से टकराकर ऊपर उठ रही हैं।
अर्ण, अलूला, ऊर्मि, कल्लोल, तरंग, बेला, मौज, लहर, हिलकोर, हिलकोरा, हिलोर, हिलोरा, हिल्लोल

One of a series of ridges that moves across the surface of a liquid (especially across a large body of water).

moving ridge, wave

ଅର୍ଥ : ପ୍ରାକୃତିକ କିମ୍ବା କୃତିମ କାରଣରୁ ଉତ୍ପନ୍ନ ହେଉଥିବା କୌଣସି ବସ୍ତୁର ଲହରୀ ଯାହା କୌଣସି ଶରୀର ବା ବାତାବରଣରେ ଖେଳିଯାଏ

ଉଦାହରଣ : ବିଜୁଳୀରେ ମଧ୍ୟ ତରଙ୍ଗ ଥାଏ

ସମକକ୍ଷ : ଲହରୀ

प्राकृतिक अथवा कृत्रिम कारणों से उत्पन्न होनेवाली किसी वस्तु की लहर जो किसी शरीर या वातावरण में दौड़ती है।

बिजली में भी तरंगें होती हैं।
तरंग, लहर

A movement like that of a sudden occurrence or increase in a specified phenomenon.

A wave of settlers.
Troops advancing in waves.
wave

ଅର୍ଥ : କାଠ, ଧାତୁଆଦିର ବଡ଼ଖଣ୍ଡ ଅଥବା ବିଭିନ୍ନ ସ୍ୱର ଉତ୍ପନ୍ନ କରି ପାରୁଥିବା ଏକ ପ୍ରକାରର ଅନ୍ୟ ଯନ୍ତ୍ରକୁ ବାଜାରୂପରେ ପ୍ରଯୁକ୍ତ କଲେ ବାହାରୁଥିବା ସଙ୍ଗୀତ

ଉଦାହରଣ : ବିରଜୁ ମହାରାଜା ଆମମାନଙ୍କୁ ଘୁଙ୍ଗୁର ତରଙ୍ଗ ଶୁଣାଇଲେ

ସମକକ୍ଷ : ତରଂଗ

लकड़ी, धातु आदि के विशिष्ट आकार के टुकड़ों अथवा सब स्वर उत्पन्न करनेवाले एक ही तरह के दूसरे साधनों को बाजे के रूप में प्रयुक्त करने पर उत्पन्न संगीत।

बिरजू महाराज ने हमें घुँघरू तरंग सुनाई।
तरंग

ଅର୍ଥ : ମନରେ ଉତ୍ପନ୍ନ ହେଉଥିବା ଏକ ସୁଖଦାୟକ ମନୋବେଗ ଯାହା କୌଣସି ପ୍ରିୟ ବା ଅଭିଷ୍ଟ କାମ କରିବା ନିମନ୍ତେ ହୋଇଥାଏ

ଉଦାହରଣ : କନ୍ୟା ମନରେ ପ୍ରିୟତମ ସହ ମିଳନ ନିମନ୍ତେ ଉତ୍ସାହର ଢ଼େଉ ଖେଳିଯାଏ

ସମକକ୍ଷ : ଲହର, ହିଲ୍ଲୋଳ, ଢ଼େଉ

मन में उत्पन्न होनेवाला वह सुखदायक मनोवेग जो कोई प्रिय या अभीष्ट काम करने के लिए होता है।

दुलहन के मन में पिया मिलन की उमंग है।
उमंग, उमाह, तरंग, धुन, मौज, लहर, वलवला, हिल्लोल

A feeling of joy and pride.

elation, high spirits, lightness

ଅର୍ଥ : ରୋଗ ବା ପୀଡ଼ା ଆଦିର ରହି ରହି ହେଉଥିବା ବେଗ

ଉଦାହରଣ : ଯନ୍ତ୍ରଣାର ଲହର ଉଠିବା ମାତ୍ରେ ସେ ଚିତ୍କାର କରି ଉଠୁଥିଲା

ସମକକ୍ଷ : ଲହର

रोग या पीड़ा आदि का रह-रहकर होनेवाला वेग।

दर्द की लहर उठते ही वह चिल्ला उठता था।
तरंग, लहर

Something that rises rapidly.

A wave of emotion swept over him.
There was a sudden wave of buying before the market closed.
A wave of conservatism in the country led by the hard right.
wave

ଅର୍ଥ : ଶରୀରରେ କୌଣସି ଭାବାବେଗ ଉଠିବାର ପ୍ରକ୍ରିୟା

ଉଦାହରଣ : ଜନତାଙ୍କ ମନରେ ନେତାମାନଙ୍କ ପ୍ରତି କ୍ରୋଧପୂର୍ଣ୍ଣ ଜୁଆର ଥାଏ

ସମକକ୍ଷ : ଜୁଆର

किसी मनोवेग आदि के उठने की क्रिया।

अब जनता में नेताओं के प्रति उठी क्रोध की लहर को दबाना आसान नहीं है।
ऊर्मि, तरंग, लहर

A movement like that of a sudden occurrence or increase in a specified phenomenon.

A wave of settlers.
Troops advancing in waves.
wave