ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲହର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲହର   ବିଶେଷ୍ୟ

ଅର୍ଥ : ଗାଇବା ସମୟରେ ସ୍ୱରର ଉତ୍‌ଥାନ-ପତନ ବା ଢଙ୍ଗ

ଉଦାହରଣ : ତାଙ୍କ ମୂର୍ଚ୍ଛନା ଆହ୍ୱାନପୂର୍ଣ୍ଣ ଥିଲା

ସମକକ୍ଷ : ମୂର୍ଚ୍ଛନା

बोलने में स्वरों का उतार-चढ़ाव या ढंग।

उसका लहजा चुनौती भरा था।
लहज़ा, लहजा

Distinctive manner of oral expression.

He couldn't suppress his contemptuous accent.
She had a very clear speech pattern.
accent, speech pattern

ଅର୍ଥ : ମନରେ ଉତ୍ପନ୍ନ ହେଉଥିବା ଏକ ସୁଖଦାୟକ ମନୋବେଗ ଯାହା କୌଣସି ପ୍ରିୟ ବା ଅଭିଷ୍ଟ କାମ କରିବା ନିମନ୍ତେ ହୋଇଥାଏ

ଉଦାହରଣ : କନ୍ୟା ମନରେ ପ୍ରିୟତମ ସହ ମିଳନ ନିମନ୍ତେ ଉତ୍ସାହର ଢ଼େଉ ଖେଳିଯାଏ

ସମକକ୍ଷ : ତରଙ୍ଗ, ହିଲ୍ଲୋଳ, ଢ଼େଉ

मन में उत्पन्न होनेवाला वह सुखदायक मनोवेग जो कोई प्रिय या अभीष्ट काम करने के लिए होता है।

दुलहन के मन में पिया मिलन की उमंग है।
उमंग, उमाह, तरंग, धुन, मौज, लहर, वलवला, हिल्लोल

A feeling of joy and pride.

elation, high spirits, lightness

ଅର୍ଥ : ରୋଗ ବା ପୀଡ଼ା ଆଦିର ରହି ରହି ହେଉଥିବା ବେଗ

ଉଦାହରଣ : ଯନ୍ତ୍ରଣାର ଲହର ଉଠିବା ମାତ୍ରେ ସେ ଚିତ୍କାର କରି ଉଠୁଥିଲା

ସମକକ୍ଷ : ତରଙ୍ଗ

रोग या पीड़ा आदि का रह-रहकर होनेवाला वेग।

दर्द की लहर उठते ही वह चिल्ला उठता था।
तरंग, लहर

Something that rises rapidly.

A wave of emotion swept over him.
There was a sudden wave of buying before the market closed.
A wave of conservatism in the country led by the hard right.
wave