ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୁଆର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୁଆର   ବିଶେଷ୍ୟ

ଅର୍ଥ : ସମୁଦ୍ର ଜଳର ଖୁବ ଲହରୀ ହୋଇ ଆଗକୁ ମାଡ଼ି ଯାଉଥିବା ବା ଉପରକୁ ଉଠୁଥିବା କ୍ରିୟା ବା ଅବସ୍ଥା

ଉଦାହରଣ : ସମୁଦ୍ରରେ ସବୁବେଳେ ଜୁଆର ଓ ଭଟ୍ଟା ଯିବା ଆସିବା କରୁଥାଏ

समुद्र के जल की ख़ूब लहराते हुए आगे बढ़ने या ऊपर उठने की अवस्था।

समुद्र में बराबर ज्वार और भाटा आते-जाते रहते हैं।
ज्वार

The tide when the water is highest.

high tide, high water, highwater

ଅର୍ଥ : ଏକ ଖାଦ୍ୟଶସ୍ୟ

ଉଦାହରଣ : ଜୋଆର,ବାଜରା ଆଦି ମୋଟା ଖାଦ୍ୟଶସ୍ୟର ଅନ୍ତର୍ଗତ

ସମକକ୍ଷ : ଜୋଆ

एक अन्न।

ज्वार, बाजरा आदि मोटे अन्न के अंतर्गत आते हैं।
इक्षुपात्रा, जवार, जुंडी, जुआर, जुन्हरी, जुवार, ज्वार, रक्तजूर्ण

Small seed of any of various annual cereal grasses especially Setaria italica.

millet

ଅର୍ଥ : ଶରୀରରେ କୌଣସି ଭାବାବେଗ ଉଠିବାର ପ୍ରକ୍ରିୟା

ଉଦାହରଣ : ଜନତାଙ୍କ ମନରେ ନେତାମାନଙ୍କ ପ୍ରତି କ୍ରୋଧପୂର୍ଣ୍ଣ ଜୁଆର ଥାଏ

ସମକକ୍ଷ : ତରଙ୍ଗ

किसी मनोवेग आदि के उठने की क्रिया।

अब जनता में नेताओं के प्रति उठी क्रोध की लहर को दबाना आसान नहीं है।
ऊर्मि, तरंग, लहर

A movement like that of a sudden occurrence or increase in a specified phenomenon.

A wave of settlers.
Troops advancing in waves.
wave