ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଢ଼େଉ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଢ଼େଉ   ବିଶେଷ୍ୟ

ଅର୍ଥ : ମନରେ ଉତ୍ପନ୍ନ ହେଉଥିବା ଏକ ସୁଖଦାୟକ ମନୋବେଗ ଯାହା କୌଣସି ପ୍ରିୟ ବା ଅଭିଷ୍ଟ କାମ କରିବା ନିମନ୍ତେ ହୋଇଥାଏ

ଉଦାହରଣ : କନ୍ୟା ମନରେ ପ୍ରିୟତମ ସହ ମିଳନ ନିମନ୍ତେ ଉତ୍ସାହର ଢ଼େଉ ଖେଳିଯାଏ

ସମକକ୍ଷ : ତରଙ୍ଗ, ଲହର, ହିଲ୍ଲୋଳ

मन में उत्पन्न होनेवाला वह सुखदायक मनोवेग जो कोई प्रिय या अभीष्ट काम करने के लिए होता है।

दुलहन के मन में पिया मिलन की उमंग है।
उमंग, उमाह, तरंग, धुन, मौज, लहर, वलवला, हिल्लोल

A feeling of joy and pride.

elation, high spirits, lightness