ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛୋଟଖଣ୍ଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛୋଟଖଣ୍ଡ   ବିଶେଷ୍ୟ

ଅର୍ଥ : ଗୋଲ ଏବଂ ଚେପଟା ଛୋଟ ବସ୍ତୁ

ଉଦାହରଣ : ପିଲାଟି ରଙ୍ଗ ବଟିକା ପାଣିରେ ପକାଇ ଗୋଳଉଥିଲା

ସମକକ୍ଷ : ଟିକିଆ, ବଟିକା

गोल और चिपटी छोटी वस्तु।

बच्चा रंग की टिकिया को पानी में डाल कर घोल रहा है।
टिकिया, टिक्की, बट्टी

A small flat compressed cake of some substance.

A tablet of soap.
tablet

ଅର୍ଥ : ଧାତୁ, କାଠ, କନା, କାଗଜ ଆଦିରୁ କଟାଯାଇ ବାହାରୁଥିବା ପତଳା, ଛୋଟ ଖଣ୍ଡ

ଉଦାହରଣ : ଦର୍ଜି କନାର ଛୋଟ ଖଣ୍ଡ ଏକାଠି କରୁଛି

ସମକକ୍ଷ : ଟୁକୁଡ଼ା

धातु, लकड़ी, कपड़े, काग़ज़ आदि में से कटकर निकला हुआ पतला टुकड़ा।

दर्ज़ी कपड़ों की धज्जियाँ इकट्ठा कर रहा है।
चिंदी, चिन्दी, धज्जी, धुर्रा, पुरज़ा, पुरजा, पुर्ज़ा, पुर्जा

A small piece of cloth or paper.

rag, shred, tag, tag end, tatter