ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୁଷିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୁଷିବା   କ୍ରିୟାପଦ

ଅର୍ଥ : କୌଣସି ଜିନିଷ ମୁଁହରେ ରଖି ତାର ରସ ପିଇବା

ଉଦାହରଣ : ରାମ ଆମ୍ବ ଚୁଷୁଛି

ସମକକ୍ଷ : ଚୁଚୁମିବା

किसी चीज़ को मुँह में दबाकर उसका रस पीना।

राम आम चूस रहा है।
चूसना

Draw into the mouth by creating a practical vacuum in the mouth.

Suck the poison from the place where the snake bit.
Suck on a straw.
The baby sucked on the mother's breast.
suck

ଅର୍ଥ : କୌଣସି ବ୍ୟକ୍ତି ବା ବସ୍ତୁର ପ୍ରଭାବ ବା ଗୁଣ ବାହାର କରିଦେବା

ଉଦାହରଣ : ସାପୁଆକେଳା ଛୁଆଟିର ଶରୀରରୁ ସାପର ବିଷ କାଢ଼ୁଛି

ସମକକ୍ଷ : କାଢ଼ିବା, ଟାଣିବା

किसी व्यक्ति या वस्तु का प्रभाव या गुण निकाल देना।

सपेरे ने बच्चे के शरीर से साँप का ज़हर खींचा।
खींचना, खीचना, चूसना