ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆଲୋକର ଆଗରେ ବା ପଛରେ ଥିବା ବେଳେ ପଛ ବା ଆଗରେ ପଡ଼ିଥିବା କୌଣସି ବସ୍ତୁ ଆକୃତିର ଅନୁରୂପ ଛାୟା
ଉଦାହରଣ : ପିଲାଟି ନିଜ ଛାଇ ଦେଖି ଖୁସି ହେଉଛି
ସମକକ୍ଷ : ଛାୟା, ପ୍ରତିଛାୟା
किसी वस्तु पर प्रकाश पड़ने पर उसकी विपरित दिशा में उस वस्तु के अनुरूप बनी काली आकृति।
Shade within clear boundaries.
ଅର୍ଥ : ଜଳ, ଦର୍ପଣଆଦିରେ ଦେଖାଯାଉଥିବା କୌଣସି ବସ୍ତୁର ଛାୟା
ଉଦାହରଣ : ଦେବର୍ଷି ନାରଦ ଜଳରେ ନିଜ ପ୍ରତିବିମ୍ବ ଦେଖିଲାରୁ ତାଙ୍କୁ ମାଙ୍କଡ ରୂପ ଦିଶିଲା
ସମକକ୍ଷ : ପ୍ରତିବିମ୍ବ, ପ୍ରତିମାନ, ବିମ୍ବ
जल, दर्पण आदि में दिखाई पड़ने वाली किसी वस्तु की छाया।
A likeness in which left and right are reversed.
ଅର୍ଥ : ଭୂତ-ପ୍ରେତ ଆଦିର ଖରାପ ପ୍ରଭାବ
ଉଦାହରଣ : ସରୋଜ ଉପରେ ପ୍ରେତ ସବାର ହୋଇଛି
ସମକକ୍ଷ : ସବାର
भूत-प्रेत आदि जैसे कुछ जो कि वास्तविक न होकर धारणा में होता है और जिसका बुरा प्रभाव पड़ता है।
A premonition of something adverse.
ଅର୍ଥ : ଯେଉଁ ସ୍ଥାନରେ ଖରା ପଡ଼େନାହିଁ
ଉଦାହରଣ : ପଥିକ ଛାଇରେ ଆରାମ କରୁଅଛି
ସମକକ୍ଷ : ଛାୟା
वह स्थान जहाँ धूप, प्रकाश आने में रूकावट हो।
Relative darkness caused by light rays being intercepted by an opaque body.
ସଂସ୍ଥାପନ କରନ୍ତୁ