ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛାୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛାୟା   ବିଶେଷ୍ୟ

ଅର୍ଥ : ଆଲୋକର ଆଗରେ ବା ପଛରେ ଥିବା ବେଳେ ପଛ ବା ଆଗରେ ପଡ଼ିଥିବା କୌଣସି ବସ୍ତୁ ଆକୃତିର ଅନୁରୂପ ଛାୟା

ଉଦାହରଣ : ପିଲାଟି ନିଜ ଛାଇ ଦେଖି ଖୁସି ହେଉଛି

ସମକକ୍ଷ : ଛାଇ, ପ୍ରତିଛାୟା

किसी वस्तु पर प्रकाश पड़ने पर उसकी विपरित दिशा में उस वस्तु के अनुरूप बनी काली आकृति।

बच्चा अपनी परछाईं को देखकर प्रसन्न हो रहा है।
छाया, परछाईं, परछावाँ, परछाहीँ, प्रतिच्छाया, प्रतिछाया, साया

Shade within clear boundaries.

shadow

ଅର୍ଥ : ଗୋଟିଏ ରାଗିଣୀ

ଉଦାହରଣ : ସଙ୍ଗୀତକାର ଛାୟା ବିଷୟରେ କହୁଥିଲେ

एक रागिनी।

संगीतकार छाया के बारे में बता रहा है।
छाया

Any of various fixed orders of the various diatonic notes within an octave.

mode, musical mode

ଅର୍ଥ : ପ୍ରାୟ କାହାର ପଛରେ ବା ସାଥିରେ ଲାଗି ରହିଥିବା ବ୍ୟକ୍ତି ବା ପଦାର୍ଥ

ଉଦାହରଣ : ସେହି ଦୁଇ ସାଙ୍ଗ ଜଣେ ଅନ୍ୟ ଜଣକର ଛାୟା ସଦୃଶ

प्रायः किसी के पीछे या साथ लगा रहनेवाला व्यक्ति या पदार्थ।

वे दोनों दोस्त एक दूसरे की छाया हैं।
छाया, साया

ଅର୍ଥ : ସୂର୍ଯ୍ୟଦେବଙ୍କର ଜଣେ ପତ୍ନୀ

ଉଦାହରଣ : ସୂର୍ଯ୍ୟ ଏବଂ ଛାୟାଙ୍କର ପୁତ୍ର ଥିଲେ ଶନି ଦେବ

सूर्यदेव की एक पत्नी।

शनिदेव सूर्य एवं छाया के पुत्र हैं।
अरुणप्रिया, छाया, मार्तंडवल्लभा, मार्तण्डवल्लभा, शनिप्रशू, संवर्णा

An imaginary being of myth or fable.

mythical being

ଅର୍ଥ : ଯେଉଁ ସ୍ଥାନରେ ଖରା ପଡ଼େନାହିଁ

ଉଦାହରଣ : ପଥିକ ଛାଇରେ ଆରାମ କରୁଅଛି

ସମକକ୍ଷ : ଛାଇ

वह स्थान जहाँ धूप, प्रकाश आने में रूकावट हो।

पथिक छाया में आराम कर रहा है।
अनातय, छाँव, छाँह, छाया, साया

Relative darkness caused by light rays being intercepted by an opaque body.

It is much cooler in the shade.
There's too much shadiness to take good photographs.
shade, shadiness, shadowiness