ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସବାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସବାର   ବିଶେଷ୍ୟ

ଅର୍ଥ : କୌଣସି ଘୋଡ଼ା, ଗାଡ଼ି ବା ବାହାନ ଉପରେ ଚଢ଼ିଥିବା ବ୍ୟକ୍ତି

ଉଦାହରଣ : ଯୁଦ୍ଧ କାରଣରୁ କେତେ ଆରୋହୀ ବୀର ଗତି ପାଇଗଲେ

ସମକକ୍ଷ : ଆରୋହୀ

वह जो किसी घोड़े, गाड़ी या वाहन पर चढ़ा हुआ हो।

युद्ध के दौरान कितने ही आरोही वीर-गति को प्राप्त हो गये।
अरोही, असवार, आरोही, सवार

A traveler who actively rides an animal (as a horse or camel).

rider

ଅର୍ଥ : ଭୂତ-ପ୍ରେତ ଆଦିର ଖରାପ ପ୍ରଭାବ

ଉଦାହରଣ : ସରୋଜ ଉପରେ ପ୍ରେତ ସବାର ହୋଇଛି

ସମକକ୍ଷ : ଛାଇ

भूत-प्रेत आदि जैसे कुछ जो कि वास्तविक न होकर धारणा में होता है और जिसका बुरा प्रभाव पड़ता है।

सरोज पर प्रेत की छाया है।
छाया, साया

A premonition of something adverse.

A shadow over his happiness.
shadow