ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିବିମ୍ବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିବିମ୍ବ   ବିଶେଷ୍ୟ

ଅର୍ଥ : ଜଳ, ଦର୍ପଣଆଦିରେ ଦେଖାଯାଉଥିବା କୌଣସି ବସ୍ତୁର ଛାୟା

ଉଦାହରଣ : ଦେବର୍ଷି ନାରଦ ଜଳରେ ନିଜ ପ୍ରତିବିମ୍ବ ଦେଖିଲାରୁ ତାଙ୍କୁ ମାଙ୍କଡ ରୂପ ଦିଶିଲା

ସମକକ୍ଷ : ଛାଇ, ପ୍ରତିମାନ, ବିମ୍ବ

जल, दर्पण आदि में दिखाई पड़ने वाली किसी वस्तु की छाया।

देवर्षि नारद ने जब जल में अपना प्रतिबिंब देखा तो उन्हें बंदर का रूप दिखाई दिया।
अक्स, इमेज, छवि, परछाईं, परछावाँ, परछाहीँ, प्रतिकाश, प्रतिबिंब, प्रतिबिम्ब, प्रतिमान, बिंब, बिम्ब

A likeness in which left and right are reversed.

mirror image, reflection, reflexion