ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିମାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିମାନ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ, କାର୍ଯ୍ୟଆଦିକୁ ତିଆରି କରିବା ବା କରିବା ପୂର୍ବରୁ ନିର୍ମାଣ କରାଯାଉଥିବା ତାହାର ଢାଞ୍ଚା

ଉଦାହରଣ : ନୂଆ ଯନ୍ତ୍ରର ନମୂନା ତିଆରି ହୋଇଗଲାଣି

ସମକକ୍ଷ : ନମୂନା, ପ୍ରାରୂପ, ମଡ଼େଲ, ରୂପରେଖ

किसी वस्तु, कार्य आदि को बनाने या करने से पहले तैयार की गई उसकी छोटी प्रतिकृति।

नई मशीन का प्रारूप तैयार कर लिया गया है।
डिज़ाइन, डिजाइन, नमूना, पूर्व रूप, प्रतिमान, प्रारूप, माडल, मॉडल, रूप रेखा, रूप-रेखा, रूपरेखा

Scale drawing of a structure.

The plans for City Hall were on file.
architectural plan, plan

ଅର୍ଥ : ଜଳ, ଦର୍ପଣଆଦିରେ ଦେଖାଯାଉଥିବା କୌଣସି ବସ୍ତୁର ଛାୟା

ଉଦାହରଣ : ଦେବର୍ଷି ନାରଦ ଜଳରେ ନିଜ ପ୍ରତିବିମ୍ବ ଦେଖିଲାରୁ ତାଙ୍କୁ ମାଙ୍କଡ ରୂପ ଦିଶିଲା

ସମକକ୍ଷ : ଛାଇ, ପ୍ରତିବିମ୍ବ, ବିମ୍ବ

जल, दर्पण आदि में दिखाई पड़ने वाली किसी वस्तु की छाया।

देवर्षि नारद ने जब जल में अपना प्रतिबिंब देखा तो उन्हें बंदर का रूप दिखाई दिया।
अक्स, इमेज, छवि, परछाईं, परछावाँ, परछाहीँ, प्रतिकाश, प्रतिबिंब, प्रतिबिम्ब, प्रतिमान, बिंब, बिम्ब

A likeness in which left and right are reversed.

mirror image, reflection, reflexion