ଅର୍ଥ : ତାସ ପତାଉପରେ ହୋଇଥିବା ଚିହ୍ନ
ଉଦାହରଣ :
ଛକା ଉପରେ ଛଅଟି ଚିହ୍ନ ଥାଏ
ଅର୍ଥ : ରକ୍ତବିକାର କାରଣରୁ ଶରୀରରେ ଦିଶୁଥିବା ଗୋଲ ଦାଗ ବା ଫୁଲା
ଉଦାହରଣ :
ମଶା କମୁଡ଼ିବାଯୋଗୁଁ ତା ଦେହରେ ଠାଏଠାଏ ଚିହ୍ନ ହୋଇଛି
ସମକକ୍ଷ : ଦାଗ
ଅର୍ଥ : କାଗଜ ଲୁଗା ଉପରେ ଢଳା, ଖୋଦିତ ବା ଲେଖାହୋଇଥିବା ଅକ୍ଷର, ଚିତ୍ରଆଦିର ଚିହ୍ନ
ଉଦାହରଣ :
ଏହି ଶାଢ଼ି ଉପରେ ଜାହାଜର ଚିହ୍ନ ରହିଛି
ସମକକ୍ଷ : ଛାପା
ଅର୍ଥ : କୌଣସି ଜିନିଷ ଉପରେ କୌଣସି ଚିହ୍ନ ଲଗାଇବା ବା ତିଆରି କରିବା କାମ
ଉଦାହରଣ :
ସେ ବହିର ଗୁରୁତ୍ୱପୂର୍ଣ୍ଣ ପାଠରେ ଚିହ୍ନ ଦେଇଛନ୍ତି
ସମକକ୍ଷ : ମାର୍କିଙ୍ଗ