ଅର୍ଥ : ଯେଉଁ ଛୋଟଗଛର ପତ୍ରକୁ ଲୋକେ ବାଟି ନିଶା ନିମନ୍ତେ ପିଅନ୍ତି
ଉଦାହରଣ :
ସେ ଲୁଚିଛପି ଭାଙ୍ଗ ଖେତ କରେ
ଅର୍ଥ : କନା, କାଗଜ ଆଦିରେ ପକାଯାଉଥିବା ଭାଙ୍ଗ
ଉଦାହରଣ :
ଜେଜେ ତାଙ୍କ ଧୋତିରେ କୁଞ୍ଚ ପକାଇ ପିନ୍ଧୁଛନ୍ତି
ସମକକ୍ଷ : କୁଞ୍ଚ
ଅର୍ଥ : ଶରୀରର ଚମଡ଼ା ଉପରେ ହେଉଥିବା ସଙ୍କୋଚନ
ଉଦାହରଣ :
ବୟସ ବଢିବା ସଙ୍ଗେ ସଙ୍ଗେ ଚେହେରା ଉପରେ ଭାଙ୍ଗ ଆସିଯାଏ