ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାଗ   ବିଶେଷ୍ୟ

ଅର୍ଥ : ରକ୍ତବିକାର କାରଣରୁ ଶରୀରରେ ଦିଶୁଥିବା ଗୋଲ ଦାଗ ବା ଫୁଲା

ଉଦାହରଣ : ମଶା କମୁଡ଼ିବାଯୋଗୁଁ ତା ଦେହରେ ଠାଏଠାଏ ଚିହ୍ନ ହୋଇଛି

ସମକକ୍ଷ : ଚିହ୍ନ

रक्तविकार आदि के कारण शरीर पर पड़ने वाला गोल दाग या सूजन।

मच्छरों के काटने से उसके शरीर पर जगह-जगह चकत्ते पड़ गए हैं।
चकता, चकत्ता, चटका, चट्टा, तबक, तबक़, ददोड़ा, ददोरा

Any red eruption of the skin.

efflorescence, rash, roseola, skin rash

ଅର୍ଥ : ଫଳ ଇତ୍ୟାଦି ଉପରେ ଥିବା ପଚା ବା ଦବିବାର ଚିହ୍ନ

ଉଦାହରଣ : ମୋର ଏହି ଦାଗ ଲାଗିଥିବା ଫଳ ପସନ୍ଦ ନୁହେଁ

फलों आदि पर पड़ा हुआ सड़ने या दबने का चिह्न।

मुझे ये दाग़ लगे फल नहीं चाहिए।
दाग, दाग़

An indication of damage.

mark, scar, scrape, scratch

ଅର୍ଥ : କୌଣସି ସ୍ଥାନରେ ଲାଗିଥିବା ବା ପଡ଼ିଥିବା ଚିହ୍ନ

ଉଦାହରଣ : ଅନେକଥର ଧୋଇଲା ପରେ ବି ଏହି ଲୁଗାରେ ଲାଗିଥିବା ଦାଗ ଛାଡ଼ିଲା ନାହିଁ

ସମକକ୍ଷ : ଚିହ୍ନ, ନିଶାଣ‌

किसी तल पर पड़ा हुआ चिह्न।

कई बार धोने के बाद भी इस कपड़े पर लगा धब्बा नहीं मिटा।
चटका, दाग, दाग़, धब्बा, निशान, पालि

A visible indication made on a surface.

Some previous reader had covered the pages with dozens of marks.
Paw prints were everywhere.
mark, print

ଅର୍ଥ : ଗରମ ଧାତୁଆଦିରେ ଚେଙ୍କିବାଦ୍ୱାରା ସୃଷ୍ଟି ହେଉଥିବା ଚିହ୍ନ

ଉଦାହରଣ : ଘୋଡ଼ା ପିଠିର ଚେଙ୍କଦାଗ ସ୍ପଷ୍ଟ ଦିଶୁଛି

ସମକକ୍ଷ : ଚେଙ୍କଚିହ୍ନ, ଚେଙ୍କଦାଗ

गरम धातु आदि के दागने से बना चिह्न।

घोड़े की पीठ का गुल स्पष्ट दिखाई पड़ रहा है।
गुल

ଦାଗ   କ୍ରିୟାପଦ

ଅର୍ଥ : କପଡ଼ା,କାଗଜ ଆଦିରେ ଭାଙ୍ଗ ପକାଇବା

ଉଦାହରଣ : ଦରଜି ଫ୍ରକରେ ଘେର ତିଆରି କରିବାପାଇଁ କପଡାରେ ଦାଗ ପକାଉଛି

ସମକକ୍ଷ : ଚିହ୍ନ, ଭାଙ୍ଗ

कपड़े,काग़ज़ आदि में सिकुड़न डालना।

दर्ज़ी फ्राक में घेर बनाने के लिए कपड़े में चुनट डाल रहा है।
चुनट डालना, चुनन डालना, चुनना, चुन्नट डालना