ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛାପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛାପ   ବିଶେଷ୍ୟ

ଅର୍ଥ : ମୋହର ଲଗାଇବା ପରେ ପ୍ରାପ୍ତ ଛାପ ବା ଆକୃତି

ଉଦାହରଣ : ସେ କାଗଜ ଉପରେ ଲାଗିଥିବା ମୋହରରେ ଦସ୍ତଖତ କଲେ

ସମକକ୍ଷ : ମୋହର, ଷ୍ଟାମ୍ପ୍‌, ସିଲ

मोहर लगाने पर प्राप्त छाप या आकृति।

उसने कागज पर लगी मोहर के ऊपर हस्ताक्षर कर दिया।
अंकक, इस्टाम, छापा, मुहर, मोहर, सील, स्टांप, स्टाम्प, स्टैंप, स्टैम्प

ଅର୍ଥ : କୌଣସି ବସ୍ତୁ ବା କଥା ଉପରେ କୌଣସି କ୍ରିୟାର ପରିଣାମ ବା ଫଳ

ଉଦାହରଣ : ଆଜିର ଯୁବକମାନଙ୍କ ଉପରେ ପାଶ୍ଚାତ୍ୟ ସଭ୍ୟତାର ଅତ୍ୟଧିକ ପ୍ରଭାବ ପରିଲକ୍ଷିତ ହେଉଛି

ସମକକ୍ଷ : ଅନୁଭାବ, ପ୍ରଭାବ, ରଙ୍ଗଢ଼ଙ୍ଗ

किसी वस्तु या बात पर किसी क्रिया का होने वाला परिणाम या फल।

आज के युवाओं पर पाश्चात्य सभ्यता का अत्यधिक प्रभाव परिलक्षित हो रहा है।
अनुभाव, अमल, असर, छाप, तासीर, प्रभाव, रंग, रङ्ग

A phenomenon that follows and is caused by some previous phenomenon.

The magnetic effect was greater when the rod was lengthwise.
His decision had depressing consequences for business.
He acted very wise after the event.
consequence, effect, event, issue, outcome, result, upshot

ଅର୍ଥ : ନିଜେ ନିଜେ ତିଆରି ହୋଇଥିବା ବା କୌଣସି ଜିନିଷର ସମ୍ପର୍କ ସଙ୍ଘର୍ଷ ବା ଚାପିବାଦ୍ୱାରା ପଡ଼ିଥିବା ଚିହ୍ନ

ଉଦାହରଣ : ମରୁଭୂମିରେ ସ୍ଥାନେସ୍ଥାନେ ଓଟର ପାଦ ଚିହ୍ନ ପଡ଼ିଥିବା ଦେଖାଯାଏ

ସମକକ୍ଷ : ଚିହ୍ନ, ନିଶାଣ

अपने आप बना हुआ या किसी चीज़ के संपर्क, संघर्ष या दाब से पड़ा हुआ या डाला हुआ चिन्ह।

रेगिस्तान में जगह-जगह ऊँट के पैरों के निशान नज़र आ रहे थे।
चिन्ह, चिह्न, छाप, निशान

A concavity in a surface produced by pressing.

He left the impression of his fingers in the soft mud.
depression, impression, imprint