ଅର୍ଥ : କୌଣସି ବିଶିଷ୍ଟ ସାମାଜିକ ପରିସ୍ଥିତିରେ କୌଣସି ବ୍ୟକ୍ତିର ବ୍ୟବହାର ବା କାର୍ଯ୍ୟ
ଉଦାହରଣ :
କାହାରି ବିବାହରେ ତାହାର ମାତାପିତାଙ୍କ ଭୂମିକା ମହତ୍ବପୂର୍ଣ୍ଣ ହୋଇଥାଏ
ସମକକ୍ଷ : ରୋଲ୍
ଅର୍ଥ : କୌଣସି ସାହିତ୍ୟିକ କୃତିର ଚରିତ୍ର
ଉଦାହରଣ :
ଅମିତାଭ ବଚନ ଯେ କୌଣସି ଚରିତ୍ରକୁ ଜୀବନ୍ତ କରିପାରନ୍ତି
ସମକକ୍ଷ : ଚରିତ୍ର
ଅର୍ଥ : କୌଣସି ପୁସ୍ତକଆଦିର ଆରମ୍ଭରେ ଥିବା ବକ୍ତବ୍ୟ ଯେଉଁଥିରୁ ସେ ପୁସ୍ତକରେ ନିହିତ ବିଷୟ ସଂପର୍କରେ ଜାଣିହୁଏ
ଉଦାହରଣ :
ଏହି ପୁସ୍ତକର ଭୂମିକା ବହୁତ ଭବିଚିନ୍ତି ଲେଖାଯାଇଛି
ସମକକ୍ଷ : ଅବତରଣିକା, ଆମୁଖ, ପ୍ରସ୍ତାବନା, ପ୍ରାକ୍ କଥା, ପ୍ରାକ୍-ଭାଷ, ମୁଖବନ୍ଧ
ଅର୍ଥ : କୌଣସି ବିଶେଷ ଅଭିନୟକର୍ତ୍ତା ବା ଅଭିନୟପାଇଁ ନିର୍ଦ୍ଧାରିତ ମନୋରଞ୍ଜନର ଏକ ଅଂଶ
ଉଦାହରଣ :
ନିର୍ଦ୍ଦେଶକ ନାୟକଙ୍କ ଭୂମିକା ବଦଳାଇଦେଲେ
ସମକକ୍ଷ : ସ୍ପାଟ୍