ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚମତ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚମତ୍କାର   ବିଶେଷ୍ୟ

ଅର୍ଥ : ଯେଉଁ ଅଦ୍ଭୁତ ଖେଳ ବା କର୍ମର ରହସ୍ୟ ଦର୍ଶକମାନେ ବୁଝିପାରନ୍ତି ନାହିଁ

ଉଦାହରଣ : ଜାଦୁଗର ଜାଦୁରେ ମିଠେଇ ବନାଇଲେ

ସମକକ୍ଷ : ଇନ୍ଦ୍ରଜାଲ, ଜାଦୁ, ଜାଦୁଗରୀ

वह अद्भुत खेल या कृत्य जिसका रहस्य दर्शकों की समझ में न आये।

जादूगर ने जादू से मिठाई बना दी।
इंद्र-जाल, इंद्रजाल, इन्द्र-जाल, इन्द्रजाल, करतब, चमत्कार, जादू, जादूगरी, तिलस्म, तिलिस्म, नभश्चमस, मायाविता, शंस

An illusory feat. Considered magical by naive observers.

conjuration, conjuring trick, deception, illusion, legerdemain, magic, magic trick, thaumaturgy, trick

ଅର୍ଥ : କୌଣସି ଏଭଳି ଆଶ୍ଚର୍ଯ୍ୟଜନକ ବା ଅଦ୍ଭୁତ କାମ ବା ବିଷୟ ଯାହା ସାଧାରଣତଃ ଦେଖିହୁଏ ନାହିଁ ଏବଂ ଅଲୌକିକ ଏବଂ ଅସମ୍ଭବ ମନେହୁଏ

ଉଦାହରଣ : ପାଗଳ ବ୍ୟକ୍ତିକୁ ଠିକ୍‌କରି ସିଦ୍ଧ ମହାତ୍ମା ଚମତ୍କାର କରିଦେଲେ

ସମକକ୍ଷ : ଅଦ୍ଭୁତ କାମ, ଆଶ୍ଚର୍ଯ୍ୟ, କମାଲ୍, ବିସ୍ମୟ

कोई ऐसा आश्चर्यजनक या अद्भुत कार्य या व्यापार जो साधारणतः देखने में न आता हो और जो अलौकिक और असंभव-सा समझा जाता हो।

पगलाए व्यक्ति को ठीक कर सिद्ध महात्मा ने चमत्कार कर दिया।
अजमत, अज़मत, अजूबा, अद्भुत कार्य, कमाल, करतब, करामात, करिश्मा, चमत्कार

Any amazing or wonderful occurrence.

miracle