ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଅଦ୍ଭୁତ ଖେଳ ବା କର୍ମର ରହସ୍ୟ ଦର୍ଶକମାନେ ବୁଝିପାରନ୍ତି ନାହିଁ
ଉଦାହରଣ : ଜାଦୁଗର ଜାଦୁରେ ମିଠେଇ ବନାଇଲେ
ସମକକ୍ଷ : ଚମତ୍କାର, ଜାଦୁ, ଜାଦୁଗରୀ
वह अद्भुत खेल या कृत्य जिसका रहस्य दर्शकों की समझ में न आये।
An illusory feat. Considered magical by naive observers.
ଅର୍ଥ : ଭୋଜବାଜି ବା ଚମତ୍କାରିତା କରୁଥିବା କ୍ରିୟା
ଉଦାହରଣ : ସେ ଇନ୍ଦ୍ରଜାଲ କରୁଛନ୍ତି
ସମକକ୍ଷ : ଗୁଣିଗାରେଡି
रसायन या कीमिया बनाने की क्रिया।
ଅର୍ଥ : ଯେଉଁ ଆଶ୍ଚର୍ଯ୍ୟଜନକ କାମକୁ ଲୋକେ ଅଲୌକିକ ଓ ଅମାନବୀୟ ବୋଲି ଭାବନ୍ତି
ଉଦାହରଣ : ଚନ୍ଦ୍ରକାନ୍ତାର କାହାଣୀରେ ଭୋଜବିଦ୍ୟା ଭରିଯାଇଛି
ସମକକ୍ଷ : ଭୋଜବିଦ୍ୟା, ମାୟାଜାଲ, ଯାଦୁ
जादू के जोर से किया जाने वाला ऐसा आश्चर्यजनक काम जिसे लोग अलौकिक समझें।
Any amazing or wonderful occurrence.
ଅର୍ଥ : ଅର୍ଜୁନଙ୍କର ଗୋଟିଏ ଅସ୍ତ୍ର
ଉଦାହରଣ : ଅର୍ଜୁନ ଶତ୍ରୁମାନଙ୍କ ଉପରକୁ ଇନ୍ଦ୍ରଜାଲ ଛାଡିଲେ
ସମକକ୍ଷ : ଇଂଦ୍ରଜାଲ
अर्जुन का एक अस्त्र।
ସଂସ୍ଥାପନ କରନ୍ତୁ