ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଦ୍ଭୁତ କାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଦ୍ଭୁତ କାମ   ବିଶେଷ୍ୟ

ଅର୍ଥ : କୌଣସି ଏଭଳି ଆଶ୍ଚର୍ଯ୍ୟଜନକ ବା ଅଦ୍ଭୁତ କାମ ବା ବିଷୟ ଯାହା ସାଧାରଣତଃ ଦେଖିହୁଏ ନାହିଁ ଏବଂ ଅଲୌକିକ ଏବଂ ଅସମ୍ଭବ ମନେହୁଏ

ଉଦାହରଣ : ପାଗଳ ବ୍ୟକ୍ତିକୁ ଠିକ୍‌କରି ସିଦ୍ଧ ମହାତ୍ମା ଚମତ୍କାର କରିଦେଲେ

ସମକକ୍ଷ : ଆଶ୍ଚର୍ଯ୍ୟ, କମାଲ୍, ଚମତ୍କାର, ବିସ୍ମୟ

कोई ऐसा आश्चर्यजनक या अद्भुत कार्य या व्यापार जो साधारणतः देखने में न आता हो और जो अलौकिक और असंभव-सा समझा जाता हो।

पगलाए व्यक्ति को ठीक कर सिद्ध महात्मा ने चमत्कार कर दिया।
अजमत, अज़मत, अजूबा, अद्भुत कार्य, कमाल, करतब, करामात, करिश्मा, चमत्कार

Any amazing or wonderful occurrence.

miracle