ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜାଦୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜାଦୁ   ବିଶେଷ୍ୟ

ଅର୍ଥ : କାହାର କ୍ଷତି କରିବା ବା ଦୈବୀ ବାଧା ଦୂର କରିବାପାଇଁ ଯେଉଁ ପ୍ରୟୋଗ କୌଣସି ଅଲୌକିକ ଶକ୍ତି ବା ଭୂତ ପ୍ରେତରେ ବିଶ୍ୱାସ କରି କରାଯାଏ

ଉଦାହରଣ : ଆଜିର ବୈଜ୍ଞାନିକ ତନ୍ତ୍ର ମନ୍ତ୍ରରେ ବିଶ୍ୱାସ କରନ୍ତି ନାହିଁ

ସମକକ୍ଷ : କୁହୁକ, ତନ୍ତ୍ର ମନ୍ତ୍ର

किसी का अहित करने या दैवी बाधा दूर करने के लिए किया जाने वाला मंत्र प्रयोग जो किसी अलौकिक शक्ति या भूत-प्रेत पर विश्वास करके किया जाए।

आज के वैज्ञानिक टोने-टोटके में विश्वास नहीं करते।
अंछर, अफसूँ, अफसून, अफ़सूँ, अफ़सून, जंतर मंतर, जंतर-मंतर, जादू-टोना, जोग, टोटका, टोनहाई, टोना, टोना-जादू, टोना-टोटका, डीठमूठि, तंत्र-मंत्र, तंत्रमंत्र, नक़्श, नक्शय, मंत्र-तंत्र, मंत्रतंत्र

The belief in magical spells that harness occult forces or evil spirits to produce unnatural effects in the world.

black art, black magic, necromancy, sorcery

ଅର୍ଥ : ଯେଉଁ ଅଦ୍ଭୁତ ଖେଳ ବା କର୍ମର ରହସ୍ୟ ଦର୍ଶକମାନେ ବୁଝିପାରନ୍ତି ନାହିଁ

ଉଦାହରଣ : ଜାଦୁଗର ଜାଦୁରେ ମିଠେଇ ବନାଇଲେ

ସମକକ୍ଷ : ଇନ୍ଦ୍ରଜାଲ, ଚମତ୍କାର, ଜାଦୁଗରୀ

वह अद्भुत खेल या कृत्य जिसका रहस्य दर्शकों की समझ में न आये।

जादूगर ने जादू से मिठाई बना दी।
इंद्र-जाल, इंद्रजाल, इन्द्र-जाल, इन्द्रजाल, करतब, चमत्कार, जादू, जादूगरी, तिलस्म, तिलिस्म, नभश्चमस, मायाविता, शंस

An illusory feat. Considered magical by naive observers.

conjuration, conjuring trick, deception, illusion, legerdemain, magic, magic trick, thaumaturgy, trick