ଅର୍ଥ : ରସର ନଅ ସ୍ଥାୟୀ ଭାବ ଭିତରୁ ଗୋଟିଏ
ଉଦାହରଣ :
ଆଶ୍ଚର୍ଯ୍ୟ ଅଦ୍ଭୂତ ରସର ସ୍ଥାୟୀ ଭାବ
ଅର୍ଥ : କୌଣସି ଏଭଳି ଆଶ୍ଚର୍ଯ୍ୟଜନକ ବା ଅଦ୍ଭୁତ କାମ ବା ବିଷୟ ଯାହା ସାଧାରଣତଃ ଦେଖିହୁଏ ନାହିଁ ଏବଂ ଅଲୌକିକ ଏବଂ ଅସମ୍ଭବ ମନେହୁଏ
ଉଦାହରଣ :
ପାଗଳ ବ୍ୟକ୍ତିକୁ ଠିକ୍କରି ସିଦ୍ଧ ମହାତ୍ମା ଚମତ୍କାର କରିଦେଲେ
ସମକକ୍ଷ : ଅଦ୍ଭୁତ କାମ, କମାଲ୍, ଚମତ୍କାର, ବିସ୍ମୟ