ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦୁର୍ଗାଙ୍କର ନଅରୂପ ମଧ୍ୟରୁ ଗୋଟିଏ ଯାହାଙ୍କୁ ହିମାଳୟ ପର୍ବତଙ୍କ ଝିଅ ବୋଲି ବିଚାର କରାଯାଏ
ଉଦାହରଣ : ନବରାତ୍ରୀର ପ୍ରଥମଦିନ ଶୈଳପୁତ୍ରୀଙ୍କର ପୂଜା ହୋଇଥାଏ
ସମକକ୍ଷ : ଶୈଳପୁତ୍ରୀ, ହିମାଳୟପୁତ୍ରୀ
दुर्गा के नौ रूपों में से एक जो हिमालय पर्वत की पुत्री मानी जाती हैं।
ଅର୍ଥ : ଶିବଙ୍କ ପତ୍ନୀ
ଉଦାହରଣ : ପାର୍ବତୀ ଗଣେଶଙ୍କ ମାତା
ସମକକ୍ଷ : ଅପର୍ଣ୍ଣା, ଅମ୍ବା, ଅମ୍ବିକା, ଉମା, ଗୌରୀ, ଜଗତ୍ଜନନୀ, ତ୍ରିପୁରସୁନ୍ଦରୀ, ପାର୍ବତୀ, ଭଗବତୀ, ଭବାନୀ, ମଙ୍ଗଳା, ମହାଦେବୀ, ରୁଦ୍ରାଣୀଶିବା, ଶୈଳଜା, ଶୈଳସୁତା, ସୁନନ୍ଦା
शिव की पत्नी।
ସଂସ୍ଥାପନ କରନ୍ତୁ