ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶଙ୍ଖ ଭଳି ଗୌରବର୍ଣ୍ଣଯୁକ୍ତ ନବଦୂର୍ଗାଙ୍କ ଏକ ରୂପ
ଉଦାହରଣ : ମହାଗୌରୀଙ୍କ ପୂଜା ନବଦୂର୍ଗା ପୂଜାର ଅଷ୍ଟମ ଦିନ କରାଯାଏ
ସମକକ୍ଷ : ମହାଗୌରୀ
नवदुर्गा का एक रूप जो शंख की तरह गौर वर्ण की थीं।
In Hinduism, goddess of purity and posterity and a benevolent aspect of Devi. The `brilliant'.
ଅର୍ଥ : ଶିବଙ୍କ ପତ୍ନୀ
ଉଦାହରଣ : ପାର୍ବତୀ ଗଣେଶଙ୍କ ମାତା
ସମକକ୍ଷ : ଅପର୍ଣ୍ଣା, ଅମ୍ବା, ଅମ୍ବିକା, ଉମା, ଗିରିଜା, ଜଗତ୍ଜନନୀ, ତ୍ରିପୁରସୁନ୍ଦରୀ, ପାର୍ବତୀ, ଭଗବତୀ, ଭବାନୀ, ମଙ୍ଗଳା, ମହାଦେବୀ, ରୁଦ୍ରାଣୀଶିବା, ଶୈଳଜା, ଶୈଳସୁତା, ସୁନନ୍ଦା
शिव की पत्नी।
ସଂସ୍ଥାପନ କରନ୍ତୁ