ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶିବଙ୍କ ପତ୍ନୀ
ଉଦାହରଣ : ପାର୍ବତୀ ଗଣେଶଙ୍କ ମାତା
ସମକକ୍ଷ : ଅପର୍ଣ୍ଣା, ଅମ୍ବା, ଅମ୍ବିକା, ଉମା, ଗିରିଜା, ଗୌରୀ, ଜଗତ୍ଜନନୀ, ତ୍ରିପୁରସୁନ୍ଦରୀ, ପାର୍ବତୀ, ଭଗବତୀ, ଭବାନୀ, ମହାଦେବୀ, ରୁଦ୍ରାଣୀଶିବା, ଶୈଳଜା, ଶୈଳସୁତା, ସୁନନ୍ଦା
शिव की पत्नी।
ଅର୍ଥ : ଯାହାଙ୍କ ଜାତକର ଚତୁର୍ଥ, ଅଷ୍ଟମ ବା ଦ୍ୱାଦଶ ଘରେ ମଙ୍ଗଳ ଗ୍ରହ ଅଛନ୍ତି
ଉଦାହରଣ : ସେ ନିଜ ମଙ୍ଗଳୀ ଝିଅ ପାଇଁ ମଙ୍ଗଳା ପୁଅ ଖୋଜୁଛନ୍ତି
जिसकी जन्मकुंडली के चौथे, आठवें या बारहवें स्थान में मंगल ग्रह हो।
ସଂସ୍ଥାପନ କରନ୍ତୁ