ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶିବଙ୍କ ପତ୍ନୀ
ଉଦାହରଣ : ପାର୍ବତୀ ଗଣେଶଙ୍କ ମାତା
ସମକକ୍ଷ : ଅପର୍ଣ୍ଣା, ଅମ୍ବା, ଉମା, ଗିରିଜା, ଗୌରୀ, ଜଗତ୍ଜନନୀ, ତ୍ରିପୁରସୁନ୍ଦରୀ, ପାର୍ବତୀ, ଭଗବତୀ, ଭବାନୀ, ମଙ୍ଗଳା, ମହାଦେବୀ, ରୁଦ୍ରାଣୀଶିବା, ଶୈଳଜା, ଶୈଳସୁତା, ସୁନନ୍ଦା
शिव की पत्नी।
ଅର୍ଥ : କାଶୀ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ମଝିଆଁ କନ୍ୟା
ଉଦାହରଣ : ଭୀଷ୍ମ ପିତାମହଙ୍କଦ୍ୱାରା ତିରସ୍କୃତ ଅମ୍ବିକା ତାଙ୍କୁ ଅଭିଶାପ ଦେଇଥିଲେ
ସମକକ୍ଷ : ଅଂବିକା
काशी नरेश इन्द्रद्युम्न की मँझली पुत्री।
An imaginary being of myth or fable.
ଅର୍ଥ : ଜୈନମାନଙ୍କର ଦେବୀ
ଉଦାହରଣ : ସୀମା ଅମ୍ବିକାଙ୍କୁ ପୂଜା କରେ
जैनियों की देवी।
A female deity.
ସଂସ୍ଥାପନ କରନ୍ତୁ