ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବାଳିଙ୍କ ମାତା
ଉଦାହରଣ : ସୁନନ୍ଦାଙ୍କ ବର୍ଣ୍ଣନା ପୁରାଣରେ ମିଳେ
ସମକକ୍ଷ : ସୁନଂଦା
बालि की माता।
An imaginary being of myth or fable.
ଅର୍ଥ : ଶିବଙ୍କ ପତ୍ନୀ
ଉଦାହରଣ : ପାର୍ବତୀ ଗଣେଶଙ୍କ ମାତା
ସମକକ୍ଷ : ଅପର୍ଣ୍ଣା, ଅମ୍ବା, ଅମ୍ବିକା, ଉମା, ଗିରିଜା, ଗୌରୀ, ଜଗତ୍ଜନନୀ, ତ୍ରିପୁରସୁନ୍ଦରୀ, ପାର୍ବତୀ, ଭଗବତୀ, ଭବାନୀ, ମଙ୍ଗଳା, ମହାଦେବୀ, ରୁଦ୍ରାଣୀଶିବା, ଶୈଳଜା, ଶୈଳସୁତା
शिव की पत्नी।
ଅର୍ଥ : କୃଷ୍ଣଙ୍କ ଜଣେ ପତ୍ନୀ
कृष्ण की एक पत्नी।
ଅର୍ଥ : ପାର୍ବତୀଙ୍କ ଜଣେ ସଖୀ
पार्वती की एक सखी।
ଅର୍ଥ : ଗୋଟିଏ ପ୍ରାଚୀନ ନଦୀ
ଉଦାହରଣ : ପ୍ରାତଃକାଳରେ ସାଧୁ ସୁନନ୍ଦା ନଦୀରେ ସ୍ନାନ କରୁଥିଲେ
एक प्राचीन नदी।
A large natural stream of water (larger than a creek).
ଅର୍ଥ : ଭରତଙ୍କ ପତ୍ନୀ
भरत की पत्नी।
ସଂସ୍ଥାପନ କରନ୍ତୁ