ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୈଳପୁତ୍ରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୈଳପୁତ୍ରୀ   ବିଶେଷ୍ୟ

ଅର୍ଥ : ଦୁର୍ଗାଙ୍କର ନଅରୂପ ମଧ୍ୟରୁ ଗୋଟିଏ ଯାହାଙ୍କୁ ହିମାଳୟ ପର୍ବତଙ୍କ ଝିଅ ବୋଲି ବିଚାର କରାଯାଏ

ଉଦାହରଣ : ନବରାତ୍ରୀର ପ୍ରଥମଦିନ ଶୈଳପୁତ୍ରୀଙ୍କର ପୂଜା ହୋଇଥାଏ

ସମକକ୍ଷ : ଗିରିଜା, ହିମାଳୟପୁତ୍ରୀ

दुर्गा के नौ रूपों में से एक जो हिमालय पर्वत की पुत्री मानी जाती हैं।

शैलपुत्री की पूजा नवरात्रि के पहले दिन होती है।
गिरिजा, शैल-पुत्री, शैलपुत्री, हिमालय-पुत्री, हिमालयपुत्री