ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବହଳିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବହଳିଆ   ବିଶେଷଣ

ଅର୍ଥ : ଯେଉଁ ଜଳୀୟ ପଦାର୍ଥ ବେଶି ତରଳ ନୁହେଁ କି ଗାଢ଼ ମଧ୍ୟ ନୁହେଁ

ଉଦାହରଣ : କ୍ଷୀର ଆଉଟୁ ଆଉଟୁ ବହୁତ ଗାଢ଼ ହୋଇଗଲା

ସମକକ୍ଷ : ଗାଢ଼

जो बहुत ही तरल न हो अपितु ठोसाद्रव की अवस्था में हो या जिसमें जल की मात्रा कम हो।

दूध खौलते-खौलते बहुत ही गाढ़ा हो गया है।
गाढ़ा

Of or relating to a solution whose dilution has been reduced.

concentrated

ଅର୍ଥ : ଯାହା ବହୁତ ପତଳା ନୁହେଁ ଏବଂ ବହୁତ ଗାଢ଼ା ନୁହେଁ

ଉଦାହରଣ : ମା’ ଆଜି ବହଳିଆ ତରକାରୀ ବନାଇଥିଲେ

जो न बहुत पतला हो और न बहुत गाढ़ा हो।

माँ ने आज लटपटी सब्जी बनाई है।
लगा लिपटा, लगा-लिपटा, लटपटा

Having a relatively high resistance to flow.

syrupy, viscous