ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚକି ଆଦିରେ ପେଷିବା ସମୟରେ ଖାଦ୍ୟଶସ୍ୟ ଭର୍ତ୍ତି କରିବାପାଇଁ ହୋଇଥିବା ଛିଦ୍ର
ଉଦାହରଣ : ଏହି ଘୋରଣା ଗାତ ଭାରି ଚଉଡ଼ା
चक्की आदि का वह छेद जिसमें पीसने के लिए अनाज डालते हैं।
ଅର୍ଥ : କୌଣସି ଭବନର ମହଲା ମଧ୍ୟ ଦେଇ ରହିଥିବା ଖାଲିସ୍ଥାନ
ଉଦାହରଣ : ଶିଡ଼ି ତିଆରି କରିବାପାଇଁ ନୂଆ ଭବନରେ ଗାତ ଛଡ଼ାଯାଇଛି
ସମକକ୍ଷ : କୂଅ, ଗାଡ଼
किसी भवन की मंजिलों के बीच छोड़ी गई खुली जगह।
An open shaft through the floors of a building (as for a stairway).
ଅର୍ଥ : ମାଟି ତଳ ଖୋଳାଯାଇ ଜୀବଜନ୍ତୁ ରହିବାପାଇଁ ହୋଇଥିବା ଛୋଟ ଜାଗା
ଉଦାହରଣ : ସାପ ନିଜ ଗାତରେ ପଶିଗଲା
ସମକକ୍ଷ : ଗହ୍ୱର, ବିବର, ବିଳ
ज़मीन के अंदर खोदकर बनाई हुई जीव-जंतुओं के रहने की तंग छोटी जगह।
ଅର୍ଥ : ଡାବଳପୁଆ, ବାଟି ଆଦି ଖେଳ ଖେଳିବାପାଇଁ ଖୋଳାଯାଉଥିବା ଛୋଟ ଗାତ
ଉଦାହରଣ : ରାମ ଗାତ ପାଖକୁ ବାଟି ଫୋପାଡ଼ିଲା
गुल्ली डंडे, गोली आदि के खेल में खोदा जाने वाला छोटा गड्ढा।
ଅର୍ଥ : ଯେଉଁ ଖାଲ ବର୍ଷାଦିନେ ଭୂମି ଦବିଯିବା କାରଣରୁ ହୋଇଥାଏ
ଉଦାହରଣ : କଚ୍ଚା ରାସ୍ତାରେ ସ୍ଥାନେ ସ୍ଥାନେ ଖାଲ ହୋଇଯାଇଛି
ସମକକ୍ଷ : ଖାଇ, ଖାଲ, ଗର୍ତ୍ତ, ଗାଡ଼
वह गड्ढा जो बरसात के दिनों में जमीन के दब जाने से बन जाता है या जिसमें बरसाती पानी एकत्र हो जाता है।
A concavity in a surface (especially an anatomical depression).
ଅର୍ଥ : ଗଭୀର ତଳ ବା ସ୍ଥାନ
ଉଦାହରଣ : ଜଣେ ଅନ୍ଧ ବ୍ୟକ୍ତି ଗାତରେ ପଡ଼ିଗଲା
ସମକକ୍ଷ : ଖାତ, ଗର୍ତ୍ତ
गहरा तल या स्थान।
A sizeable hole (usually in the ground).
ଅର୍ଥ : ଲମ୍ବା ଏବଂ ଗଭୀର ଗାତ
ଉଦାହରଣ : ଚାଳକର ବେପରୁଆ ଆଚରଣରୁ ବସ୍ଟି ଗାତରେ ପଡ଼ିଗଲା
ସମକକ୍ଷ : ଖାଇ
लम्बा और गहरा गड्ढा।
Any long ditch cut in the ground.
ସଂସ୍ଥାପନ କରନ୍ତୁ