ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାଡ଼   ବିଶେଷ୍ୟ

ଅର୍ଥ : କୌଣସି ଭବନର ମହଲା ମଧ୍ୟ ଦେଇ ରହିଥିବା ଖାଲିସ୍ଥାନ

ଉଦାହରଣ : ଶିଡ଼ି ତିଆରି କରିବାପାଇଁ ନୂଆ ଭବନରେ ଗାତ ଛଡ଼ାଯାଇଛି

ସମକକ୍ଷ : କୂଅ, ଗାତ

किसी भवन की मंजिलों के बीच छोड़ी गई खुली जगह।

सीढ़ियाँ बनाने के लिए नए भवन में कूपक छोड़ा गया है।
कूपक, वेल

An open shaft through the floors of a building (as for a stairway).

well

ଅର୍ଥ : ଯେଉଁ ଖାଲ ବର୍ଷାଦିନେ ଭୂମି ଦବିଯିବା କାରଣରୁ ହୋଇଥାଏ

ଉଦାହରଣ : କଚ୍ଚା ରାସ୍ତାରେ ସ୍ଥାନେ ସ୍ଥାନେ ଖାଲ ହୋଇଯାଇଛି

ସମକକ୍ଷ : ଖାଇ, ଖାଲ, ଗର୍ତ୍ତ, ଗାତ

वह गड्ढा जो बरसात के दिनों में जमीन के दब जाने से बन जाता है या जिसमें बरसाती पानी एकत्र हो जाता है।

कच्ची सड़क पर जगह-जगह भँगारे हैं।
खादर, चौर, भँगार, भंगार

A concavity in a surface (especially an anatomical depression).

fossa, pit